ନୂଆଦିଲ୍ଲୀ: ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ସୁଟିଂ ଟିମ୍ ମଙ୍ଗଳବାର କ୍ରୋଏସିଆ ଗସ୍ତ କରିଛି । ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ପ୍ରତିଯୋଗିତା ଭାବେ ପ୍ରାୟ ଦୁଇ ମାସରୁ ଅଧିକ ସମୟ ଅଭ୍ୟାସ କରିବ ସୁଟିଂ ଟିମ୍ ।
-
Off to Croatia for our preparation leading up to #Tokyo2020
— Sanjeev Rajput OLY (@sanjeevrajput1) May 11, 2021 " class="align-text-top noRightClick twitterSection" data="
Hopefully the next time we enter India is with a handful of Olympic Medals. Thank you for the support as always. Do keep blessing us with your wishes! 🙏🏽
Jai Hind 🇮🇳@KirenRijiju pic.twitter.com/9WytcKeJnp
">Off to Croatia for our preparation leading up to #Tokyo2020
— Sanjeev Rajput OLY (@sanjeevrajput1) May 11, 2021
Hopefully the next time we enter India is with a handful of Olympic Medals. Thank you for the support as always. Do keep blessing us with your wishes! 🙏🏽
Jai Hind 🇮🇳@KirenRijiju pic.twitter.com/9WytcKeJnpOff to Croatia for our preparation leading up to #Tokyo2020
— Sanjeev Rajput OLY (@sanjeevrajput1) May 11, 2021
Hopefully the next time we enter India is with a handful of Olympic Medals. Thank you for the support as always. Do keep blessing us with your wishes! 🙏🏽
Jai Hind 🇮🇳@KirenRijiju pic.twitter.com/9WytcKeJnp
କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ମିଶାଇ 13 ସଦସ୍ୟ ବିଶିଷ୍ଟ ଭାରତୀୟ ସୁଟିଂ ଟିମ କ୍ରୋଏସିଆ ରାଜଧାନୀ ଜାଗ୍ରେବ ଅଭିମୁଖେ ଉଡାଣ ଭରିଛି । ସେଠାରେ ମେ 20ରୁ ଜୁନ 6 ମଧ୍ୟରେ ହେବାକୁ ଥିବା ୟୁରୋପିଅନ ଚମ୍ପିଆନସିପରେ ଭାଗ ନେବା ପୂର୍ବରୁ ଅଭ୍ୟାସ ଶିବିରରେ ସାମିଲ ହେବେ ।
ସୁଟିଂ ଟିମ ଉଡାଉ ଭରିବାର କିଛି ସମୟ ପୂର୍ବରୁ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ରାନିନ୍ଦର ସିଂହ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ