ETV Bharat / sports

ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ସୁଟରଙ୍କୁ କୋରୋନା ସଞ୍ଜିବନୀ - ୟୁରୋପିୟନ ଚମ୍ପିଆନସିପ

କୋଭିଡ-19 ଟିକାର ପ୍ରଥମ ଡୋଜ ନେଲେ ଅଲମ୍ପିକ୍ସ ପ୍ରସ୍ତୁତି ଚଳାଇଥିବା ସୁଟର, କୋଚ୍‌ ଓ ଅଧିକାରୀ । ଅଧିକ ପଢନ୍ତୁ...

India's Olympic-bound shooting contingent receives COVID-19 vaccine
ଅଲମ୍ପିକ ପ୍ରସ୍ତୁତି ଚଳାଇଥିବା ସୁଟରଙ୍କୁ କୋରୋନା ସଞ୍ଜିବନୀ
author img

By

Published : May 6, 2021, 10:52 PM IST

ନୂଆଦିଲ୍ଲୀ: କୋଭିଡ-19 ଟିକାର ପ୍ରଥମ ଡୋଜ ନେଲେ ଅଲମ୍ପିକ୍ସ ପ୍ରସ୍ତୁତି ଚଳାଇଥିବା ସୁଟର, କୋଚ୍‌ ଓ ଅଧିକାରୀ ।

କ୍ରୋଏସିଆର ଜାଗ୍ରେବରେ ମେ 11ରେ ହେବାକୁ ଥିବା ୟୁରୋପିୟନ ଚମ୍ପିଆନସିପରେ ଭାଗ ନେବାକୁ ଭାରତ ଛାଡିବା ପୂର୍ବରୁ ସୁଟରଙ୍କୁ ଟିକା ଦିଆଯାଇଛି ।

"ସମସ୍ତ ସୁଟର ଟିକା ନେଇଛନ୍ତି । କିଛି ଜଣ ଦିଲ୍ଲୀରେ ନେଇଥିବାବେଳେ, କିଛି ସୁଟର ସେମାନଙ୍କର ହୋମ ଟାଉନରେ ନେଇଛନ୍ତି ।" ଭାରତୀୟ ନ୍ୟାସନାଲ ରାଇଫଲ ଆସୋସିଏସନ ସୂତ୍ରରୁ ଏହା କୁହାଯାଇଛି ।

ଷ୍ଟାର ସୁଟର ମନୁ ଭାକର ଓ ରାଇଫଲ ସୁଟର ଅଞ୍ଜୁମ ମୌଦଗିଲଙ୍କ ସମେତ ଗତ ମାସରେ ମଧ୍ୟ କିଛି ସଦସ୍ୟ ପ୍ରଥମ ଡୋଜ ଟିକା ନେଇଥିଲେ । ସମରେଶ ଜଙ୍ଗ, ସୁମା ସିରୁର ଓ ଦିପାଳୀ ଦେଶପାଣ୍ଡେ ମଧ୍ୟ ଗତ ମାସରେ ଟିକା ନେଇଛନ୍ତି ।

ହରିୟାଣାର ଝାଜର ସ୍ଥିତ ସରକାରୀ ହସ୍ପିଟାଲରେ ଭାକର ଟିକା ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.