ମସ୍କୋ: ଭାରତୀୟ କୋନୁଋ ହମ୍ପି ଜିତିଲେ ଓ୍ବାର୍ଲ୍ଡ ରାପିଡ୍ ଚେସ ଚମ୍ପିଆନସିପ୍ । ହମ୍ପି ଫାଇନାଲରେ ଚୀନର ଲେଇ ତିଙ୍ଗଜେୟିଙ୍କୁ ହରାଇ ଏହି ଟାଇଟଲ ନିଜ ନାଁରେ କରିଛନ୍ତି । 3ୟ ସ୍ଥାନରେ ରହିଛନ୍ତି ତୁର୍କୀର ଏତକଲିକ । ତେବେ ଫାଇନାଲର ବିଜେତା ପ୍ଲେଅଫ୍ ଜରିଆରେ ବିବେଚନା କରାଯାଇଛି ।
ଭାରତର ଯୁବା ଗ୍ରାଣ୍ଡମାଷ୍ଟର ହମ୍ପି 2016ରୁ 2018ରେ ବ୍ରେକ ନେବା ପରେ ହମ୍ପି ପୁଣି ଫେରିଛନ୍ତି ନିଜର ଚେସ୍ ଦୁନିଆକୁ ।