ETV Bharat / sports

ପାଣି ଭିତରେ ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ - ଗୋଲ୍ଡେନ ବୟ ନୀରଜ ଚୋପ୍ରା

ଗୋଲ୍ଡେନ ବୟ ନୀରଜ ଚୋପ୍ରା ମାଳଦୀପରେ ଛୁଟି କାଟୁଛନ୍ତି । ଅଧିକ ପଢନ୍ତୁ...

golden boy neeraj chopra throws javelin in water video viral
ପାଣି ଭିତରେ ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ
author img

By

Published : Oct 2, 2021, 10:37 PM IST

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ ୨୦୨୦ରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏବେ ଛୁଟି କାଟୁଛନ୍ତି । ନୀରଜ ଏକ ଛୋଟ ବ୍ରେକ ନେଇଛନ୍ତି ଓ ମାଳଦୀପରେ ଛୁଟିର ମଜା ଉଠାଇବାରେ ଲାଗିଛନ୍ତି । ତେବେ ନିଜର ଖେଳ ଓ ଜାଭେଲିନ ନୀରଜଙ୍କ କେତେ ପ୍ରିୟ ତାହାର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ନୀରଜ ମାଳଦୀପ ଗସ୍ତର ଆରମ୍ଭ ଫୁରାବେରୀ ରିସର୍ଟରୁ ହୋଇଥିଲା । ଗୋଲ୍ଡେନ ବୟ ଶୁକ୍ରବାର ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ସ୍କୁବା ଡାଇଭିଂର ମଜା ଉଠାଉଥିବା ନଜର ଆସିଛନ୍ତି ।

  • Aasman par, zameen pe, ya underwater, I'm always thinking of the javelin!

    PS: Training shuru ho gayi hai 💪🏽 pic.twitter.com/q9aollKaJx

    — Neeraj Chopra (@Neeraj_chopra1) October 1, 2021 " class="align-text-top noRightClick twitterSection" data=" ">

ଭିଡିଓରେ ନୀରଜ ପାଣି ଭିତରେ ଜାଭେଲିନ ଥ୍ରୋ ପ୍ରାକ୍ଟିସ କରୁଥିବା ମଧ୍ୟ ଦେଖାଯାଇଛି । ପାଣି ଭିତରେ ରନଅପ୍‌ ନେବା ସହ ନିଜର ଜାଭେଲିନ ଫିଙ୍ଗିବାର ଷ୍ଟାଇଲ ଦେଖାଇଛନ୍ତି ।

ନୀରଜ ଏହି ଭିଡିଓ ପୋଷ୍ଟ କରିବା ସହ ଲେକିଛନ୍ତି, "ଆକାଶରେ ପୃଥ୍ବିବୀ ଉପରେ କିମ୍ବା ପାଣି ଭିତରେ ମୁଁ କେବଳ ଜାଭେଲିନ ବିଷୟରେ ଚିନ୍ତା କରେ ।" ଏଥିସହ ସେ ଲେଖିଛନ୍ତି, ଟ୍ରେନିଂ ଆରମ୍ଭ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.