ETV Bharat / sports

German Open: କ୍ବାର୍ଟର-ଫାଇନାଲରେ ଏଚ୍‌ଏସ୍‌ ପ୍ରଣୟ

author img

By

Published : Mar 11, 2022, 3:21 PM IST

ହଙ୍ଗ କଙ୍ଗ୍‌ର ଲି ଚିୟୁକିୟୁଙ୍କୁ ହରାଇ ଜର୍ମାନ ଓପନ ବ୍ୟାଡ୍‌ମିଣ୍ଟନର ପୁରୁଷ ଏକକ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ଷ୍ଟାର ଭାରତୀୟ ଭାରତୀୟ ସର୍ଟଲର ଏଚ୍‌ଏସ୍‌ ପ୍ରଣୟ । ଏହାମଧ୍ୟ ପଢନ୍ତୁ

German Open: Prannoy HS defeats Lee Cheukyiu, storms into quarter-finals
German Open: କ୍ବାର୍ଟର-ଫାଇନାଲରେ ଏଚ୍‌ଏସ୍‌ ପ୍ରଣୟ

ବର୍ଲିନ(ଜର୍ମାନୀ): ଚଳିତ ଜର୍ମାନ ଓପନ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର ଭାରତୀୟ ଭାରତୀୟ ସର୍ଟଲର ଏଚ୍‌ଏସ୍‌ ପ୍ରଣୟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି । ହଙ୍ଗ କଙ୍ଗ୍‌ର ଲି ଚିୟୁକିୟୁଙ୍କୁ ହରାଇ ପୁରୁଷ ଏକକ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରଣୟ । ହଙ୍ଗ କଙ୍ଗ୍‌ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୨୧-୧୯, ୨୪-୨୨ ସିଧାସଳଖ ସେଟ୍‌ରେ ପରାସ୍ତ କରିଛନ୍ତି ପ୍ରଣୟ । ଏହି ମ୍ୟାଚ୍‌ ୫୦ ମନିଟ୍‌ ଧରି ଖେଳାଯାଇଥିଲା ।

ପୂର୍ବରୁ ଦୁଇଥରର ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ଓ ସାଇନା ନେହୱାଲ ସେମାନଙ୍କର ମହିଳା ଏକକ ମ୍ୟାଚ୍‌ରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାହାର ହୋଇଛନ୍ତି । ତେବେ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତ ଚାଇନାର ଲୁ ଗାଙ୍ଗ୍‌ ଜୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇ ଜର୍ମାନ ଓପନ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ୬୭ ମିନିଟ୍‌ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୬, ୨୧-୨୩, ୨୧-୧୮ ସେଟ୍‌ରେ ବିଜୟୀ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.