ETV Bharat / sports

ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ଖୋଲିବ ପ୍ରଥମ ଇନଡୋର ଷ୍ଟାଡିୟମ - J-K sports stadium

ପିର ପଞ୍ଜଲ ଅଞ୍ଚଳରେ ଖୁବଶୀଘ୍ର ଖୋଲିବ ପ୍ରଥମ ଇନଡୋର-ଆଉଟଡୋର ସ୍ପୋର୍ଟ୍ସ ଷ୍ଟାଡିୟମ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି ।

First indoor-cum-outdoor sports stadium set to open in J-K's Rajouri
ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ଖୋଲିବ ପ୍ରଥମ ଇନଡୋର ଷ୍ଟାଡିୟମ
author img

By

Published : Jun 29, 2020, 5:14 AM IST

ରାଜୌରୀ(ଜାମ୍ମୁ-କାଶ୍ମୀର): ପିର ପଞ୍ଜଲ ଅଞ୍ଚଳରେ ଖୁବଶୀଘ୍ର ଖୋଲିବ ପ୍ରଥମ ଇନଡୋର-ଆଉଟଡୋର ସ୍ପୋର୍ଟ୍ସ ଷ୍ଟାଡିୟମ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି ।

First indoor-cum-outdoor sports stadium set to open in J-K's Rajouri
ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ଖୋଲିବ ପ୍ରଥମ ଇନଡୋର ଷ୍ଟାଡିୟମ

ଚଳିତ ମାସ ଶେଷ ଭାଗରେ ଏହି ଷ୍ଟାଡିୟମ ଲୋକର୍ପିତ ହେବ । ଏନେଇ ସୂଚନା ଦେଇଛନ୍ତି ରାଜୌରୀ PWDର ସହକାରୀ କାର୍ଯ୍ୟନିବାହୀ ଯନ୍ତ୍ରୀ ମହମ୍ମଦ କ୍ବାସିମ । ଏଥିସହିତ

ଅନେକ କ୍ରୀଡାବିତଙ୍କ ପାଇଁ ପ୍ରସ୍ତୁତିର ଶିବିର ପାଲଟିବ ବୋଲି ସେ କହିଛନ୍ତି ।

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଏହି ଷ୍ଟାଡିୟମର ନିର୍ମାଣ ହୋଇଛି । କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଥିଲା । ମାତ୍ର ପ୍ରାୟ 2ମାସ ପରେ କାମ ଆରମ୍ଭ ହେବା ସହ ଶେଷ ପର୍ଯ୍ୟାୟ ପହଞ୍ଚିଛି । ପ୍ରାୟ 90ରୁ 95 ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଛି । ସେଥିପାଇଁ ସରକାରଙ୍କୁ ସ୍ଥାନୀୟ ବାସିନ୍ଦା ଧନ୍ୟବାଦ ଜଣାଇଛନ୍ତି ।

ଜାମ୍ମୁ-କାଶ୍ମୀରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6,966ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା 93 ରହିଛି । ରବିବାର ନୂଆ 204 ପଜିଟିଭ କେସ ଚିହ୍ନଟ ହୋଇଥିବା ଜାମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.