ଭୁବନେଶ୍ବର: ଆସନ୍ତା 26 ତାରିଖଠାରୁ କାତାରର ଦୋହାଠାରେ ହେବାକୁ ଯାଉଥିବା ବିଶ୍ବ ଚମ୍ପିଆନସିପରେ ଭାଗ ନେବେ ଓଡିଶାର ଦୌଡରାଣୀ ଦୂତି ଚାନ୍ଦ । ତେବେ ଦୋହାକୁ ଯିବା ପୂର୍ବରୁ ଆମ 'ଇଟିଭି ଭାରତ' ପ୍ରତିନିଧିଙ୍କ ସହ ଚାମ୍ପିଆନସିପ ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି ।
ଦେଖନ୍ତୁ ଭିଡିଓ-
ତେବେ ଦୋହାର ପାଣିପାଗକୁ ସହ ନିଜ ଶରୀରକୁ ଫିଟ୍ କରିବା ପାଇଁ ଗତ କିଛି ଦିନ ହେବ ରାତି ରାତି ପରିଶ୍ରମ କରୁଥିବା ଦୂତି କହିଛନ୍ତି । ଏଥିସହିତ ଚଳିତ ଦୂତିଙ୍କ ଦୋହା ଗସ୍ତ 2ୟ ଥର ହେବ ବୋଲି ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ