ETV Bharat / sports

ଟୋକିଓ ଅଲମ୍ପିକ: ସମସ୍ତ ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

author img

By

Published : Jul 23, 2021, 4:48 PM IST

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅଲମ୍ପିଆନଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

Entire nation's hopes and prayers are with Indian contingent at Tokyo Olympics: President Kovind
ଟୋକିଓ ଅଲମ୍ପିକ: ସମସ୍ତ ଭାରତୀୟ ପକ୍ଷରୁ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅଲମ୍ପିଆନଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି । ଜାପାନିଜ ରାଜଧାନୀରେ ଟୋକିଓ ୨୦୨୦ ଅଲମ୍ପିକର ଉଦ୍‌ଘାଟନୀ ସମାରୋହ ପୂର୍ବରୁ ଅଲମ୍ପିକ ଖେଳରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ।

  • An entire nation’s hopes and prayers are with the Indian contingent at the #TokyoOlympics. I convey best wishes to you all on behalf of all Indians. I am confident that you all will excel, win laurels and make our country proud. #Cheer4India

    — President of India (@rashtrapatibhvn) July 23, 2021 " class="align-text-top noRightClick twitterSection" data=" ">

ଅଲମ୍ପିକ ଆଥଲେଟଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଟ୍ବିଟରେ ଲେଖିଛନ୍ତି, "ସମଗ୍ର ଦେଶବାସୀଙ୍କ ଆଶା ଓ ପ୍ରାର୍ଥନା ଭାରତୀୟ ଅଲମ୍ପିକ ଟିମ ସହିତ ରହିଛି । ପ୍ରତିଟି ଭାରତୀୟଙ୍କ ପକ୍ଷରୁ ମୁଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରେଷ୍ଠ ପ୍ରଦର୍ଶନ ଦ୍ବାରା ସମସ୍ତ ଖେଳାଳି ଦେଶରକୁ ଗର୍ବିତ କରିବେ ବୋଲି ଆଶା, #Cheer4India, ।"

୨୦୨୦ ଗ୍ରୀଷ୍ମକାଳୀନ ଖେଳ ଶୁକ୍ରବାର ସନ୍ଧ୍ୟାରୁ ଜାପାନର ନ୍ୟାସନାଲ ଷ୍ଟାଡିୟମରେ ମେଗା ଉଦ୍‌ଘାଟନୀ ସମାରୋହରେ ଆରମ୍ଭ ହେବ ।

ଏହି ମେଗା ଇଭେଣ୍ଟରେ ୧୮ଟି ଖେଳରେ ଭାରତର ୧୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ଅଲମ୍ପିକରେ ଏଯାବତ ଏହା ଭାରତର ସର୍ବବୃହତ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.