ETV Bharat / sports

'ଅଦ୍ଭୁତ କଟକର କ୍ରାଉଡ'

author img

By

Published : Jul 19, 2019, 8:42 PM IST

ଭାରତୀୟ ମହିଳ ଦଳର ଖେଳାଳି ମାଧୁରିକା ପାଟକରଙ୍କ ସହ ସିଧାକଥା ହୋଇଥିଲେ ଆମ କଟକ ପ୍ରତିନିଧି ।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ

କଟକ: ସ୍ଥାନୀୟ ଜବାହାଲାର ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା 21ତମ ରାଜ୍ୟଗୋଷ୍ଠୀ ଟେବୁଲଟେନିସ ପ୍ରତିଯୋଗିତାରେ ବିଜୟ ହୋଇ ସ୍ବର୍ଣ୍ଣ ଜିତିଛି ଭାରତୀୟ ମହିଳା ଦଳ । ଏହି ଅବସରରେ ଆମ ପ୍ରତିନିଧି ଭାରତୀୟ ମହିଳ ଦଳର ଖେଳାଳି ମାଧୁରିକା ପାଟକରଙ୍କ ସହ କଥା ହୋଇ ମ୍ୟାଚ ବିଷୟରେ ପଚାରି ବୁଝିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା କଟକ

ଅର୍ଚ୍ଚନାଙ୍କ କହିବା କଥା, କଟକର ଘରୋଇ ପରିବେଶ ମ୍ୟାଚକୁ ଆହୁରି ସହଜ ବନାଇ ଦେଇଥିଲା । ଷ୍ଟାଡିୟମରେ ଥିବା ଏହି କୁନିକୁନି ପିଲା ଆମକୁ ବହୁତ ଉତ୍ସାହିତ କରୁଥିଲେ । ମ୍ୟାଚ 3-0ରେ ଶେଷ ହୋଇଥିଲେ ମଧ୍ୟ ବିପକ୍ଷ ଇଂଲଣ୍ଡ ଦଳ ଖୁବ ଶକ୍ତିଶାଳୀ ଥିଲା । ଅଧିନାୟିକା ମୋନିକା ବାତ୍ରାଙ୍କ ଦମଦାର ଇଂନିସ ପରେ ଖେଳ ଭାରତୀୟ ଦଳ ପକ୍ଷରେ ଆସିଥିଲା । ମୋନିକାଙ୍କ ଇଂନିସ ପରେ ଆମକୁ ଏତେ କଷ୍ଟ କରିବରକୁ ପଡିନଥିଲା ବୋଲି କହିଥିଲେ ମାଧୁରିକା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:no need

Body:no need

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.