ETV Bharat / sports

19ବର୍ଷରୁ କମ ରାଜ୍ୟ ଚେସ ଚମ୍ପିଆନସିପ ଉଦଯାପିତ - ବୌଦ୍ଧ ଚେସ ଚମ୍ପିଆନସିପ ଉଦଯାପିତ

ବୌଦ୍ଧ ଇନଡୋର ଷ୍ଟାଡିୟମରେ ତିନି ଦିନ ଧରି ଚାଲିଥିବା 19 ବର୍ଷରୁ କମ ରାଜ୍ୟ ଚେସ ଚମ୍ପିଆନସିପ ଉଦଯାପିତ ହୋଇଛି । କୃତୀ ପ୍ରତିଯୋଗୀ ହରିୟାଣାର ଗୁରଗାଓଁରେ ହେବାକୁ ଥିବା ଜାତୀୟ ଚମ୍ପିଆନସିପରେ ଭାଗନେବେ ବୋଲି ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Oct 18, 2019, 9:46 PM IST

Updated : Oct 18, 2019, 10:06 PM IST

ବୌଦ୍ଧ: ଶେଷ ହୋଇଛି 19 ବର୍ଷରୁ କମ ରାଜ୍ୟ ଚେସ ଚମ୍ପିଆନସିପ । ବୌଦ୍ଧ ଇନଡୋର ଷ୍ଟାଡିୟମରେ ତିନି ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ ଯୋଗଦେଇ କୃତି ଖେଳାଳୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ବହୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଅକ୍ଟୋବର ୧୬ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଖେଳାଳି ମାନେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । କୃତୀ ପ୍ରତିଯୋଗୀ ହରିୟାଣାର ଗୁରଗାଓଁରେ ହେବାକୁ ଥିବା ଜାତୀୟ ଚମ୍ପିଆନସିପରେ ଭାଗନେବେ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଉଦଯାପିତ ହେଲା ରାଜ୍ୟ ଚେସ(୧୯) ଚାମ୍ପିୟନସିପ ।ତିନି ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ବହୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରର ଖେଳାଳୀ ଭାଗ ନେଇଥିଲେ ।
ବୌଦ୍ଧ ଇନଡୋର ଷ୍ଟାଡିୟମରେ ଚାଲିଥିବା ତିନି ଦିନିଆ ଉଣେଇଶ ବର୍ଷରୁ କମ ଚେସ ଚାମ୍ପିୟନସିପ ଉଦଯାପିତ ହୋଇଅଛି ।୧୬,୧୭,୧୮ ତାରିଖ ତିନି ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୁବ ଖେଳାଳୀ ମାନେ ଭାଗ ନେଇଥିଲେ ।ଏଠାରୁ କୃତିତ୍ବ ହାସଲ କରିଥିବା ଖେଳାଳୀ ମାନେ ହରିଆଣା ର ଗୁରଗାଓଁରେ ହେବାକୁ ଥିବା ଜାତୀୟ ଚାମ୍ପିୟନସିପ ରେ ଭାଗନେବେ ବୋଲି ସୂଚନା ମିଳିଛି ।ଉଦଯାପନୀ ଉତ୍ସବ ରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଉପଜିଲ୍ଲାପାଳ ଏନସିଜ୍ୟୋତି ରଂଜନ ନାଏକ ପ୍ରମୁଖ ଯୋଗଦେଇ କୃତି ଖେଳାଳୀଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ ।

Body:ଉଦଯାପିତ ହେଲା ଉଣେଇଶ ବର୍ଷରୁ କମ ଚେସ ଚାମ୍ପିୟନସିପ ।

Conclusion:ବାଇଟ-୧-ଋତୁମ୍ବରା ବିଧାର,ଆନ୍ତର୍ଜାତିକ ଚେସ ଖେଳାଳୀ
ବାଇଟ-୨-ରିଚାର୍ଡ କେମ୍ପ,କାର୍ଯ୍ୟକ୍ରମ ର ଅତିଥି
ବାଇଟ-୩-ଶ୍ରୀୟା ଶୁଭମ ପଟ୍ଟନାୟକ, ଚେସ ଚାମ୍ପିୟାନ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
Last Updated : Oct 18, 2019, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.