ETV Bharat / sports

ପ୍ୟାରିସ ଅଲମ୍ପିକରେ ଡେବ୍ୟୁ କରିବ ବ୍ରେକଡ୍ୟାନ୍ସ, ଆଓସିର ଅନୁମୋଦନ - 2024 Paris Olympic

ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC), 2024 ପ୍ୟାରିସ ଅଲମ୍ପିକ ଗେମରେ ବ୍ରେକଡ୍ୟାନ୍ସକୁ ସାମିଲ କରିଛି ।

Breakdancing to make Olympic debut in 2024 Paris Games
ପ୍ୟାରିସ ଅଲମ୍ପିକରେ ଡେବ୍ୟୁ କରିବ ବ୍ରେକଡ୍ୟାନ୍ସ, ଆଓସିର ଅନୁମୋଦନ
author img

By

Published : Dec 8, 2020, 8:54 PM IST

ପ୍ୟାରିସ: ଅନ୍ତର୍ଜାତୀୟ ଅଲମ୍ପିକ କମିଟି(IOC) 2024 ପ୍ୟାରିସ ଅଲମ୍ପିକ ଗେମରେ ବ୍ରେକଡ୍ୟାନ୍ସକୁ ସାମିଲ କରିଛି । ପ୍ୟାରିସ 2024 ଅଲମ୍ପିକ ଆୟୋଜକ କମିଟି ପକ୍ଷରୁ ଅତିରିକ୍ତ କ୍ରୀଡା ଇଭେଣ୍ଟ ଭାବେ ସ୍ପୋର୍ଟ କ୍ଳାଇମ୍ବିଂ, ସ୍କେଟବୋର୍ଡିଂ, ସର୍ଫିଂ ଓ ବ୍ରେକଡ୍ୟାନ୍ସିଂକୁ ଅନୁମୋଦନ ପ୍ରଦାନ କରିଛି ।

  • The @Paris2024 sports programme has been approved. It includes these main features:
    - 100% gender equality
    - Four additional sports: Skateboarding, sport climbing, surfing and breaking
    - More youth-focused events
    - 10,500 athletes and 329 events#StrongerTogether

    — Olympics (@Olympics) December 7, 2020 " class="align-text-top noRightClick twitterSection" data=" ">

ତେବେ ଏହି ସଂସ୍କରଣର ଅଲମ୍ପିକରେ ଲିଙ୍ଗ ଗତ ସମାନତାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏଥିସହିତ 2024 ଅଲମ୍ପିକର ମୂଲ୍ୟ ଜଟିଳତାକୁ କମ କରିବାକୁ ପ୍ରୟାସ କରାଯାଇଛି ।

ନୂତନ ଖେଳକୁ ସାମିଲ ସହ ମୋଟ 10,500 ଆଥଲେଟ କୋଟା ଏହି ସଂସ୍କରଣର ଅଲମ୍ପିକରେ ରହିଛି । ଯାହାକି ଟୋକିଓ ଅଲମ୍ପିକ୍ସ(11, 092) ଠାରୁ 592 କମ । ଇଭେଣ୍ଟ ସଂଖ୍ୟା ମଧ୍ୟ 339ରୁ 329କୁ କମ କରିଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.