ETV Bharat / sports

କୋଲନ ବକ୍ସିଂ ବିଶ୍ବକପ: ଅମିତ ପଙ୍ଘଲ ଜିତିଲେ ସ୍ବର୍ଣ୍ଣ, ସତୀଶଙ୍କୁ ରୌପ୍ୟ

author img

By

Published : Dec 19, 2020, 10:36 PM IST

କୋଲନ ବକ୍ସିଂ ବିଶ୍ବକପରେ ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲଙ୍କ କମାଲ । ଅଧିକ ପଢନ୍ତୁ...

Boxing World Cup: Amit Panghal clinches gold, injured Satish Kumar settles for silver
କୋଲନ ବକ୍ସିଂ ବିଶ୍ବକପ: ଅମିତ ପଙ୍ଘଲ ଜିତିଲେ ସ୍ବର୍ଣ୍ଣ, ସତୀଶଙ୍କୁ ରୌପ୍ୟ

କୋଲନ(ଜର୍ମାନୀ): ବକ୍ସିଂ ବିଶ୍ବକପରେ ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲଙ୍କ କମାଲ । 52 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ଭାରତୀୟ ବକ୍ସର । ଶନିବାର କୋଲନ ବିଶ୍ବକପରେ ଜର୍ମାନୀର ଅର୍ଗିସ୍ତି ତେରତାୟନଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି ଅମିତ ।

ସେହିପରି ସତୀଶ କୁମାର 91+ ବର୍ଗରେ ସେମିଫାଇନାଲରେ ଆହତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଆହତ ହେବାପରେ ଫାଇନାଲ ମ୍ୟାଚରୁ ଓହରି ଯାଇଥିଲେ ସତୀଶ । ଫାଇନାଲ ମ୍ୟାଚରୁ ଓହରିଯିବା ପାଇଁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ ।

ଏନେଇ ବକ୍ସିଂ ଫେଡେରେସନ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.