କୋଲନ(ଜର୍ମାନୀ): ବକ୍ସିଂ ବିଶ୍ବକପରେ ଭାରତୀୟ ଷ୍ଟାର ବକ୍ସର ଅମିତ ପଙ୍ଘଲଙ୍କ କମାଲ । 52 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏହି ଭାରତୀୟ ବକ୍ସର । ଶନିବାର କୋଲନ ବିଶ୍ବକପରେ ଜର୍ମାନୀର ଅର୍ଗିସ୍ତି ତେରତାୟନଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି ଅମିତ ।
-
Update from Germany🇩🇪@Boxerpanghal
— Boxing Federation (@BFI_official) December 19, 2020 " class="align-text-top noRightClick twitterSection" data="
wins gold, his opponent has given a walkover.#SatishKumar has picked up an injury from his semi-final bout and has withdrawn from the final match, on doctor's advice. He settles for a Silver Medal#ColoneBoxingWorldCup#boxing #NewsUpdate pic.twitter.com/OtHbxilooh
">Update from Germany🇩🇪@Boxerpanghal
— Boxing Federation (@BFI_official) December 19, 2020
wins gold, his opponent has given a walkover.#SatishKumar has picked up an injury from his semi-final bout and has withdrawn from the final match, on doctor's advice. He settles for a Silver Medal#ColoneBoxingWorldCup#boxing #NewsUpdate pic.twitter.com/OtHbxiloohUpdate from Germany🇩🇪@Boxerpanghal
— Boxing Federation (@BFI_official) December 19, 2020
wins gold, his opponent has given a walkover.#SatishKumar has picked up an injury from his semi-final bout and has withdrawn from the final match, on doctor's advice. He settles for a Silver Medal#ColoneBoxingWorldCup#boxing #NewsUpdate pic.twitter.com/OtHbxilooh
ସେହିପରି ସତୀଶ କୁମାର 91+ ବର୍ଗରେ ସେମିଫାଇନାଲରେ ଆହତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଆହତ ହେବାପରେ ଫାଇନାଲ ମ୍ୟାଚରୁ ଓହରି ଯାଇଥିଲେ ସତୀଶ । ଫାଇନାଲ ମ୍ୟାଚରୁ ଓହରିଯିବା ପାଇଁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ ।
ଏନେଇ ବକ୍ସିଂ ଫେଡେରେସନ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ