ETV Bharat / sports

ବୀରେନ୍ଦ୍ରଙ୍କ ନେତୃତ୍ବରେ ଏସିଆ କପ୍‌ ହକି ଖେଳିବ ଟିମ ଇଣ୍ଡିଆ, ନବୀନଙ୍କ ଶୁଭେଚ୍ଛା

ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଥିବା ହିରୋ ପୁରୁଷ ଏସିଆ କପରେ ଭାରତୀୟ ହକି ଦଳ ପକ୍ଷରୁ ଅଧିନାୟକତ୍ବ କରିବେ ବୀରେନ୍ଦ୍ର ଲାକ୍ରା । ଅଧିକ ପଢନ୍ତୁ

author img

By

Published : May 14, 2022, 1:24 PM IST

ଭାରତୀୟ ହକି ଦଳର ଅଧିନାୟକ ହେଲେ ବିରେନ୍ଦ୍ର ଲାର୍କା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଆ ପୁଅଙ୍କ ନେତୃତ୍ବରେ ହିରୋ ପୁରୁଷ ଏସିଆ କପ (Hero Men's Asia Cup) ଖେଳିବ ଭାରତୀୟ ହକି ଟିମ୍ । ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଥିବା ହିରୋ ମେନ୍ସ ଏସିଆ କପରେ ଭାରତୀୟ ହକି ଦଳ ପକ୍ଷରୁ ଅଧିନାୟକତ୍ବ କରିବେ ବୀରେନ୍ଦ୍ର ଲାକ୍ରା । ଏନେଇ ଟ୍ବିଟର ଯୋଗେ ବିରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ପୂର୍ବରୁ ସେ ଦଳର ଭାଇସ କ୍ୟାପେଟନ ଦାୟିତ୍ବ ତୁଲାଇ ଆସୁଥିଲେ । ଭାରତୀୟ ହକିଟିମର କ୍ୟାପେଟନ ଥିବା ରୁପିନ୍ଦର ପଲ୍‌ ସିଂ ଆହତ ହୋଇଥିବା କାରଣରୁ ବିରେନ୍ଦ୍ର ଲାକ୍ରାଙ୍କ ଅଧିନାୟକତ୍ବରେ ହିରୋ ମେନ୍ସ ଏସିଆ କପ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.