ETV Bharat / sports

ଆସନ୍ତାକାଲି ଠାରୁ ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା, ଅଂଶ ଗ୍ରହଣ କରିବେ 12 ରାଜ୍ୟ - ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା

4ର୍ଥ ଥର ପାଇଁ ଭୁବନେଶ୍ୱରରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଆନ୍ତଃ ବାସ୍କେଟବଲ ମ୍ୟାଚ । ଭାଗ ନେବେ 12ଟି ରାଜ୍ୟର ପ୍ରାୟ 150 ଖେଳାଳି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

basketball
basketball
author img

By

Published : Feb 2, 2020, 9:29 PM IST

ଭୁବନେଶ୍ବର: ଭାରତୀୟ ଷ୍ଟେଟବ୍ୟାଙ୍କ ଅୟୋଜନ କରୁଛି 4ର୍ଥ ଥର ପାଇଁ ବାସ୍କେଟବଲ ମ୍ୟାଚ । 4 ଦିନ ଧରି ମ୍ୟାଚ ଅୟୋଜନ କରାଯାଉଥିବାବେଳେ 12ଟି ରାଜ୍ୟର ପ୍ରାୟ 150 ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ କଲ୍ୟାଣ ଆନୁକୂଲ୍ୟରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା କାଲି ଠାରୁ ଆରମ୍ଭ କରି 6 ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ । ଏହି ପ୍ରତିଯୋଗିତା ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ।

ଏହି ପ୍ରତିଯୋଗିତାରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଖେଳାଳି ଭାଗ ନେଉଛନ୍ତି ।

କଳିଙ୍ଗ ଷ୍ଟାଡିୟମରେ ଆନ୍ତଃ ବାସ୍କେଟବଲ ପ୍ରତିଯୋଗିତା

ଆସନ୍ତା ଫେବୁୟାରୀ 3 ତାରିଖ ସଂନ୍ଧ୍ୟାରେ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା । ଉଦ୍‌ଯାପନୀ ଉତ୍ସବରେ ମୁମ୍ବାଇର ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଆଲୋକ କୁମାର ଚୌଧୁରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
4ର୍ଥ ଥର ପାଇଁ ଭୁବନେଶ୍ୱରରେ ବାସ୍କେଟବଲ ମ୍ୟାଚ, ଭାଗ ନେବେ 12 ଟି ରାଜ୍ୟର ଟିମ।

ଭାରତୀୟ ଷ୍ଟେଟବ୍ୟାଙ୍କ ଅୟୋଜନ କରୁଛି 4ର୍ଥ ଥର ପାଇଁ ବାସ୍କେଟ ବଳ ମ୍ୟାଚ। 4 ଦିନ ଧରି ମ୍ୟାଚ ଅୟୋଜନ କରାଯାଉଥିବା ବେଳେ 12 ଟି ରାଜ୍ୟର ପ୍ରାୟ 150 ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

Body:
ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ କଲ୍ୟାଣ ଆନୁକୂଲ୍ୟରେ ସର୍ବଭାରତୀୟ ଷ୍ଟେଟବ୍ୟାଙ୍କ ଆନ୍ତଃ ବାସ୍କେଟ ବଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଆସନ୍ତା କାଲି ଠାରୁ ଆରମ୍ଭ କରି 6 ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିବ। ଏହି ପ୍ରତିଯୋଗିତା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ।

ଭାରତୀୟ ଷ୍ଟେଟବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳର 4 ର୍ଥ ପାଇଁ ଏହି କ୍ରୀଡା ଅୟୋଜନ କରୁଛି। ଏହି ପ୍ରତିଯୋଗିତାରେ ଭାରତର ପ୍ରାୟ 12 ଟି ରାଜ୍ୟ ଭାଗନେଉଥିବା ବେଳେ 150 ରୁ ଉର୍ଢ଼ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏହି ପ୍ରତିଯୋଗୀତାଙ୍କ ମଧ୍ୟରେ ଜାତୀୟ ଓ ଆନ୍ତର୍ଜାତିକ ସ୍ଥାରରେ ଖେଳାଳି ଭାଗ ନେଉଛନ୍ତି।

ଆସନ୍ତା ଫେବୁୟାରୀ 3 ତାରିଖ ସନ୍ଧ୍ୟାରେ ଏହି କ୍ରୀଡା ପ୍ରତଯୋଗୀତାର ଉଦଘାଟନୀ କରିବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣା କାଲା। ଏବଂ ଉଜାପାନୀ ଉତ୍ସବ ରେ ମୁମ୍ବାଇର ଡେ଼ପୁଟି ମାନେଜିଙ୍ଗ ଡ଼ାଇରେକ୍ଟର ଆଲୋକ କୁମାର ଚୌଧୁରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Byte- ଶିବ ପ୍ରସାଦ ବେହେରା, ସମ୍ପାଦକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମଣ୍ଡଳ କଲ୍ୟାଣ ସମିତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.