ମେଲବୋର୍ଣ୍ଣ(ଅଷ୍ଟ୍ରେଲିଆ): ୨୦ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ରହିସାରିଥିବା ଟେନିସ ଷ୍ଟାର ରାଫେଲ ନାଦାଲ ଚଳିତ ଅଷ୍ଟ୍ରେଲିଆନ ଓପନ ୨୦୨୨ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ବାର୍ଟର-ଫାଇନାଲ ମୁକାବିଲାରେ ନାଦାଲ କାନାଡାର ଡେନିସ ସାପୋଭାଲୋଭଙ୍କୁ ୬-୩, ୬-୪, ୪-୬, ୩-୬, ୬-୩ ସେଟ୍ରେ ହରାଇଛନ୍ତି । ଏହି ମ୍ୟାଚ୍ ୪ ଘଣ୍ଟା ୮ ମିନିଟ ଧରି ଖେଳାଯାଇଥିଲା ।
-
One for the ages ✨
— #AusOpen (@AustralianOpen) January 25, 2022 " class="align-text-top noRightClick twitterSection" data="
🇪🇸 @RafaelNadal defeats Denis Shapovalov 6-3 6-4 4-6 3-6 6-3 to reach his seventh #AusOpen semifinal.#AO2022 pic.twitter.com/2vp5Enfeep
">One for the ages ✨
— #AusOpen (@AustralianOpen) January 25, 2022
🇪🇸 @RafaelNadal defeats Denis Shapovalov 6-3 6-4 4-6 3-6 6-3 to reach his seventh #AusOpen semifinal.#AO2022 pic.twitter.com/2vp5EnfeepOne for the ages ✨
— #AusOpen (@AustralianOpen) January 25, 2022
🇪🇸 @RafaelNadal defeats Denis Shapovalov 6-3 6-4 4-6 3-6 6-3 to reach his seventh #AusOpen semifinal.#AO2022 pic.twitter.com/2vp5Enfeep
ଏହାମଧ୍ୟ ପଢନ୍ତୁ: ଆରମ୍ଭ ହେଲା ଓଡିଶା ଓପନ ବ୍ୟାଡ୍ମିଣ୍ଟନ, ଓହରିଲେ ସିନ୍ଧୁ ଓ ସାଇନା
ପ୍ରଥମ ଦୁଇଟି ସେଟ୍ରେ ବିଜୟ ସହ ଆଗୁଆ ରହିଥିଲେ ସ୍ପାନିସ ଟେନିସ ସୁପରଷ୍ଟାର ନାଦାଲ । ମାତ୍ର କାନାଡିଆନ ଡେନିସ ପରବର୍ତ୍ତୀ ଦୁଇଟି ସେଟ୍କୁ ଜିତି ନେଇଥିଲେ । ଫଳରେ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍କୁ ଯାଇଥିଲା ମ୍ୟାଚ୍ । ତେବେ ଏହି ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଶେଷରେ ବାଜି ମାରିଥିଲେ ଅଭିଜ୍ଞ ନାଦାଲ ।
ANI