ETV Bharat / sports

ଅଲ ଇଣ୍ଡିଆ ପୋଲିସ ସୁଟିଂ ଚମ୍ପିଆନସିପ: ଓଡିଶା ପୋଲିସ ଚମ୍ପିଆନ

ଜାତୀୟସ୍ତରୀୟ ପୋଲିସ ସୁଟିଂ ଚମ୍ପିଆନସିପରେ ଓଡିଶା ପୋଲିସର କମାଲ । ଚମ୍ପିଆନ ସହ ସର୍ବଶ୍ରଷ୍ଠ ଟିମ ପୁରସ୍କାର ମିଳିଲା ଓଡିଶା ପୋଲିସକୁ । ଏନେଇ ଟ୍ବିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ କରି ଓଡିଶା ପୋଲିସ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

Shooting Championship
Shooting Championship
author img

By

Published : Feb 13, 2020, 5:06 PM IST

Updated : Feb 13, 2020, 5:27 PM IST

ଭୁବନେଶ୍ବର: ଓଡିଶା ପୋଲିସର ବାଜିମାତ । ଅଲ ଇଣ୍ଡିଆ ପୋଲିସ ସୁଟିଂ ଚମ୍ପିଆନସିପରେ ଚମ୍ପିଆନ ହେଲା ଓଡିଶା ପୋଲିସ ଟିମ୍ । ହାତେଇଲା ସର୍ବଶ୍ରଷ୍ଠ ଟିମ ହିସାବରେ ଜୟଲଳିତା ଟ୍ରଫି ।

Shooting Championship
ଫଟୋ ସୌଜନ୍ୟ: ଟ୍ବିଟର@SarangiSudhansu

ଏନେଇ ଟ୍ବିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ କରି କହିଛନ୍ତି, ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ । ଓଡିଶା ପୋଲିସ୍ ଟିମକୁ ଶୁଭେଚ୍ଛା । ତେବେ ଓଡିଶା ପୋଲିସ୍ ଟିମରେ କମିଶନରେଟ ପୋଲିସର 6ଜଣ କର୍ମଚାରୀ ପ୍ରତିନିଧିତ୍ବ କରିଥିବା ସେ ସୂଚନା ଦେଇଛନ୍ତି ।

ଏହି ଚମ୍ପିଆନସିପରେ ସମସ୍ତ ରାଜ୍ୟର ପୋଲିସ ଟିମ ଭାଗ ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 13, 2020, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.