ETV Bharat / sports

ଅର୍ଜୁନ ଆୱାର୍ଡ: AITA ପକ୍ଷରୁ ଅଙ୍କିତା ରୈନା-ଦିବଜି ସରନ ମନୋନୀତ - Sharan for Arjuna award

ଚାଲୁ ରହିଛି କ୍ରୀଡାସମ୍ମାନ 2020 ପାଇଁ ମନୋନୟନ ପ୍ରକ୍ରିୟା । ଅଲ ଇଣ୍ଡିଆ ଟେନିସ ଆସୋସିଏସନ ପକ୍ଷରୁ ଅର୍ଜୁନ ଆୱାର୍ଡ ପାଇଁ ଅଙ୍କିତା ରୈନା ଓ ଦିବଜି ସରନଙ୍କ ନାମ ସୁପାରିଶ କରାଯିବା ନେଇ ଜଣାପଡିଛି ।

AITA to nominate Ankita, Sharan for Arjuna award
ଅର୍ଜୁନ ଆୱାର୍ଡ: AITA ପକ୍ଷରୁ ଅଙ୍କିତା ରୈନା-ଦିବଜି ସରନ ମନୋନୀତ
author img

By

Published : May 17, 2020, 4:05 PM IST

ନୂଆଦିଲ୍ଲୀ: ଚାଲୁ ରହିଛି କ୍ରୀଡାସମ୍ମାନ 2020 ପାଇଁ ମନୋନୟନ ପ୍ରକ୍ରିୟା । ଅଲ ଇଣ୍ଡିଆ ଟେନିସ ଆସୋସିଏସନ ପକ୍ଷରୁ ଅର୍ଜୁନ ଆୱାର୍ଡ ପାଇଁ ଅଙ୍କିତା ରୈନା ଓ ଦିବଜି ସରନଙ୍କ ନାମ ସୁପାରିଶ କରାଯିବା ନେଇ ଜଣାପଡିଛି ।

2018 ଏସିଆ ଗେମ୍ସ ସଂସ୍କରଣରେ 27ବର୍ଷିୟା ଅଙ୍କିତା ବ୍ରୋଞ୍ଚ ମେଡାଲ ବିଜେତା ରହିଥିଲେ । ଏଥିସହିତ ଚଳିକ ବର୍ଷ ଫେଡ କଟରେ ସାନିଆ ମୀର୍ଜାଙ୍କ ସହ ଦମଦାର ପ୍ରଦର୍ଶନ କରିଥିଲେ । ଅଙ୍କିତାଙ୍କ ଲଢୁଆ ପ୍ରଦର୍ଶନ ଯୋଗୁଁ ଭାରତ ପ୍ରଥମ ଥର ଫେଡ କପ ଇହିତାସରେ ପ୍ଲ-ଅଫ ଯୋଗ୍ୟତା ହାସଲ କରିଛି ।

ଦିବଜି ସରନ ଜାକର୍ତ୍ତା ଏସିଆନ ଗେମ୍ସରେ ପୁରୁଷ ଡବଲ୍ସ ବର୍ଗରେ ସ୍ବର୍ଣ୍ଣ ପଦକ ବିଜେତା ରହିଥିଲେ । ଅକ୍ଟୋବର 2019 ସୁଦ୍ଧା ସେ ଭାରତୀୟ ଟେନିସ ଡବଲ୍ସରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ରହିଥିଲେ । 34 ବର୍ଷିୟ ଦିବଜି 22019 ସଂସ୍କରଣର ATP ଟାଇଟେଲ ଓ ଟାଟା ଓପନ ମହାରାଷ୍ଟ୍ର ବିଜେତା ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.