ETV Bharat / sports

ଟୋକିଓ ପାରାଲମ୍ପିକ୍‌ସରେ ଖେଳିବନି ଆଫଗାନିସ୍ତାନ - ଟୋକିଓ ପାରାଲମ୍ପିକ୍‌

ନିଜ ଦେଶରେ ଖେଳାଳି ଫସି ରହିଥିବାରୁ ଆଫଗାନିସ୍ତାନ ପାରାଲମ୍ପିକ୍‌ ଟିମ ଆସନ୍ତା ସପ୍ତାହରେ ହେବାକୁ ଯାଉଥିବା ଟୋକିଓ ପାରାଲମ୍ପିକରେ ଅଂଶଗ୍ରହଣ କରିବ ନାହିଁ । ଅଧିକ ପଢନ୍ତୁ...

Afghan Paralympians to miss Tokyo 2020
ଟୋକିଓ ପାରାଲମ୍ପିକ୍‌ସରେ ଖେଳିବନି ଆଫଗାନିସ୍ତାନ
author img

By

Published : Aug 17, 2021, 10:58 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନ ପାରାଲମ୍ପିକ୍‌ ଟିମ ଆସନ୍ତା ସପ୍ତାହରେ ହେବାକୁ ଯାଉଥିବା ଟୋକିଓ ପାରାଲମ୍ପିକରେ ଅଂଶଗ୍ରହଣ କରିବ ନାହିଁ । କାରଣ ନିଜ ଦେଶରେ ସେମାନେ ଫସିରହିଛନ୍ତି । ଏନେଇ ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ ପାରାଲମ୍ପିକ କମିଟି(IPC) ।

ମାତ୍ର ଦୁଇଜଣ ପାରା-ଆଥଲେଟ୍‌ ଟୋକିଓ ପାରାଲମ୍ପିକ୍‌ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ସେମାନେ ହେଲେ ତାଇକୋଣ୍ଡୋ ଖେଳାଳି ଜାକିଆ ଖୁଦାଦାଦି ଓ ଟ୍ରାକ ଓ ଫିଲ୍ଡ ଷ୍ଟାର ହୁସେନ ରସୌଲି । ୨୩ ବର୍ଷୀୟା ଜାକିଆ ପ୍ରଥମ ମହିଳା ଭାବେ ପାରାଲମ୍ପିକରେ ଆଫଗାନିସ୍ତାନକୁ ପ୍ରତିନିଧିତ୍ବ କରିବାକୁ ଯାଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.