ETV Bharat / sports

AFC Women's Asian Cup: ଟିମ ଇଣ୍ଡିଆ କ୍ୟାମ୍ପ୍‌ରେ କୋରୋନା, ମ୍ୟାଚ୍‌ ବାତିଲ - ଭାରତୀୟ ମହିଳା ଫୁଟବଲ ଟିମ

AFC ମହିଳା ଏସିଆନ କପ୍‌ ୨୦୨୨ ପ୍ରତିଯୋଗିତାରେ ଭାରତକୁ ବଡ ଝଟ୍‌କା । ରବିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ଭାରତ-ଚାଇନିଜ ତାଇପେଇ ଗ୍ରୁପ A ମ୍ୟାଚ୍‌ ବାତିଲ । ଅଧିକ ପଢନ୍ତୁ

AFC Women's Asian Cup: Match between India, Chinese Taipei cancelled after positive cases in Blue Tigresses' camp
AFC Women's Asian Cup: ଟିମ ଇଣ୍ଡିଆ କ୍ୟାମ୍ପ୍‌ରେ କୋରୋନା, ମ୍ୟାଚ୍‌ ବାତିଲ
author img

By

Published : Jan 23, 2022, 9:39 PM IST

ମୁମ୍ବାଇ: ଚଳିତ AFC ମହିଳା ଏସିଆନ କପ୍‌ ୨୦୨୨ ପ୍ରତିଯୋଗିତାରେ ଭାରତକୁ ବଡ ଝଟ୍‌କା । ରବିବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ଭାରତ-ଚାଇନିଜ ତାଇପେଇ ଗ୍ରୁପ A ମ୍ୟାଚ୍‌ ବାତିଲ ହୋଇଛି । ଭାରତୀୟ କ୍ୟାମ୍ପ୍‌ରେ COVID-19 ମାମଲା ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

  • Based on the recent announcement by the @theafcdotcom, it is unfortunate that the Indian Women's Football Team were unable to register the required minimum of 13 players for their match against Chinese Taipei in the #WAC2022 & were therefore unable to participate in the match. https://t.co/ZWM57lGSOd

    — Praful Patel (@praful_patel) January 23, 2022 " class="align-text-top noRightClick twitterSection" data=" ">

ଏକାଧିକ COVID-୧୯ ପଜିଟିଭ ଚିହ୍ନଟ ପରେ ଭାରତ ଆବଶ୍ୟକୀୟ ୧୩ଜଣ ଖେଳାଳି, ଚାଇନିଜ ତାଇପେଇ ବିପକ୍ଷ ଗ୍ରୁପ A ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଥିଲା । ଫଳରେ COVID-19 ମହାମାରୀ ସମୟରେ AFC ପ୍ରତିଯୋଗିତାର ଧାରା ୪.୧ର ସ୍ପେଶାଲ ନିୟମ(Special Rules) ଅନୁଯାୟୀ, ଭାରତ ମ୍ୟାଚ୍‌ ଖେଳିବାକୁ ଅସମର୍ଥ ହୋଇଥିଲା । AFC ପକ୍ଷରୁ ଏକ ଅଫିସିଆଲ ବିବୃତିରେ ଏହା ସ୍ପଷ୍ଟ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଣ୍ଟ ଟାଇଟେଲ ଜିତିଲେ ସିନ୍ଧୁ

ପ୍ରଥମ ମ୍ୟାଚ୍‌ରେ ଚାଇନିଜ ତାଇପେଇ ୦-୪ରେ ଚାଇନା ଠାରୁ ପରାସ୍ତ ହୋଇଥିଲା । ଫଳରେ ୩ ପଏଣ୍ଟ ସହ ଗ୍ରୁପ୍‌ A ର ପଏଣ୍ଟ ଟେବୁଲର ଶୀର୍ଷରେ ଚାଇନା ରହିଛି । ଭାରତ ଓ ଇରାନ ଗୋଟିଏ ଲେଖାଏଁ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଯୁଗ୍ମ ଭାବେ ରହିଛନ୍ତି ।ଭାରତ ତା'ର ପ୍ରଥମ ଗ୍ରୁପ ମ୍ୟାଚ୍‌ରେ ଇରାନ ସହିତ ମ୍ୟାଚ୍‌ ଡ୍ର' ରଖିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.