ETV Bharat / sports

ପିଏମ @69: ଶୁଭେଚ୍ଛା ଜଣାଇଲା କ୍ରୀଡାଜଗତ

author img

By

Published : Sep 17, 2019, 6:59 PM IST

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 69ତମ ଜନ୍ମଦିନ । ଏହି ଅବସରରେ ସମଗ୍ର କ୍ରୀଡା ଜଗତ ତାଙ୍କୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହାଇଦ୍ରାବାଦ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 69ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶରେ ବିଜେପି କର୍ମୀ ଓ ମୋଦି ପ୍ରଶଂସକମାନେ ପାଳୁଛନ୍ତି ନମୋଙ୍କ ଜନ୍ମଦିନ । କେବଳ ଦେଶବାସୀ କାହିଁକି ବିଦେଶରୁ ମଧ୍ୟ ମୋଦିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଉ ଏହି ଶୁଭେଚ୍ଛା ସୁଅରେ ମଧ୍ୟ ସାମିଲ ହୋଇଛି କ୍ରୀଡା ଜଗତ ।

Sports fraternity wishes through tweet
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଆସାମର ଧାବିକା ହିମା ଦାସ ପର୍ଯ୍ୟନ୍ତ ସମସ୍ତେ ମୋଦିଙ୍କୁ ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସଚିନ ଲେଖିଛନ୍ତି, "ହାପି ବର୍ଥ ଡେ ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ । ଭାରତକୁ ସୁସ୍ଥ ଓ ସ୍ବଚ୍ଛ ବନାଇବାର ଆପଣଙ୍କ ଲକ୍ଷ୍ୟ ଆମ ସମସ୍ତଙ୍କୁ ପ୍ରୋତ୍ସାହନ ଯୋଗାଉଛି । ଆଜି ଦିନରେ ଆପଣଙ୍କ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରୁଛି ।"

Sports fraternity wishes through tweet
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଲେଖିଛନ୍ତି, "ହାପି ବର୍ଥ ଡେ ସମ୍ମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ । ଆପଣ ଦେଶକୁ ଏମିତି ଉଚ୍ଚ ଶିଖରକୁ ଚଢାଉଥାନ୍ତୁ । ଆପଣଙ୍କ ଦୀର୍ଘ ଜୀବନ ଓ ଆରୋଗ୍ୟ କାମନା କରୁଛି ।"

Sports fraternity wishes through tweet
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ଭାରତୀୟ ଦଳର ଖେଳାଳି ଶିଖର ଧୱନ, କେଦାର ଯାଦବ, ହରଭଜନ ସିଂ ମଧ୍ୟ ଟ୍ବିଟ ଯୋଗେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସାମ ଧାବିକା ହିମା ଦାସ ଓ ଭାରତୀୟ ଷ୍ଟାର ବକ୍ସର ବିଜେନ୍ଦ୍ର ସିଂ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ।

Sports fraternity wishes through tweet
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
Sports fraternity wishes through tweet
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସେହିପରି ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନାତା ପାଟିର ସାଂସଦ ଗୌତମ ଗମ୍ଭରୀ ମଧ୍ୟ ମୋଦିଙ୍କୁ ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଗମ୍ଭୀର ଲେଖିଛନ୍ତି, "ସଂସଦ ଓ ମାଙ୍କୁ ଗୋଟିଏ ସମାନ ସ୍ଥାନରେ ରଖିଛନ୍ତି । କେବଳ ଏହି ଦୁଇଙ୍କ ଆଗାରେ ନିଜ ମୁଣ୍ଡ ନୁଆଁଛନ୍ତି । ଏମିତି ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମେ ଗର୍ବିତ । ନରେନ୍ଦ୍ର ମୋଦିଜୀ ଦେଶର ସମ୍ମାନ । ଜନ୍ମଦିନରେ ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା । "

Sports fraternity wishes through tweet
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
Sports fraternity wishes through tweet
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.