ETV Bharat / sports

ଭୁବନେଶ୍ୱରରେ ପହଞ୍ଚିଲା ରୁଷିଆ ହକି ଟିମ - ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରୁଷିଆ ହକି ଟିମ

ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଭୁବନେଶ୍ୱରରେ ପହଞ୍ଚିଲା ରୁଷିଆ ହକି ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : Oct 27, 2019, 11:21 PM IST

Updated : Oct 27, 2019, 11:43 PM IST

ଭୁବନେଶ୍ୱର: ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଭୁବନେଶ୍ୱରରେ ପହଞ୍ଚିଲା ରୁଷିଆ ହକି ଟିମ । କଳିଙ୍ଗ ଷ୍ଟାଡିୟମରେ ଭାରତ-ରୁଷିଆ ମଧ୍ୟରେ ଟୋକିଓ ଅଲମ୍ପିକ ଟିକେଟ ପାଇଁ ଲଢେଇ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଟିମର କୋଚ ଓ ମ୍ୟାନେଜର ଦଳ ଭଲଭାବେ ପ୍ରସ୍ତୁତି କରି ଆସିଥିବା କହିଛନ୍ତି । ଭାରତ ଏକ ଶକ୍ତିଶାଳୀ ଟିମ ହୋଇଥିଲେ ମଧ୍ୟ ଏହା ବିପକ୍ଷରେ ଦଳ ଏହି ଠାରେ ଆଗରୁ ଖେଳି ସାରିଛି । ତେବେ ଦଳ ନିଜର ଦୁର୍ବଳତାକୁ ଜାଣି ଏଥିରେ ସୁଧାର ଆଣିବାକୁ ନିଜ ଦେଶରେ ଅନେକ ଗୁଡିଏ ଅଭ୍ୟାସ ମ୍ୟାଚ ଖେଳିଥିବା କହିଛନ୍ତି । ଏହା ଅଲମ୍ପିକ ଯୋଗ୍ୟତା ମ୍ୟାଚ ହୋଇ ଥିବାରୁ ଦଳର ଲକ୍ଷ୍ୟ ବିଜୟ ଉପରେ କେନ୍ଦ୍ରୀଭୂତ ରହିବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁଥିବା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ଭୁବନେଶ୍ୱର ରେ ଆସି ପହଁଚିଲା ରୁଷିଆ ହକି ଟିମ।

Body:ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଟିମ ର କୋଚ ଓ ମ୍ୟାନେଜର ଦଳ ଭଲଭାବେ ପ୍ରସ୍ତୁତି କରି ଆସିଥିବା କହିଛନ୍ତି। ଭାରତ ଏକ ଶକ୍ତିଶାଳୀ ଟିମ ହୋଇଥିଲେ ମଧ୍ୟ ଏହା ବିପକ୍ଷରେ ଦଳ ଏହି ଠାରେ ଆଗରୁ ଖେଳି ସାରିଛି।ତେବେ ଦଳ ନିଜର ଦୁର୍ବଳତାକୁ ଜାଣି ଏଥିରେ ସୁଧାର ଆଣିବାକୁ ନିଜ ଦେଶରେ ଅନେକ ଗୁଡିଏ ଅଭ୍ୟାସ ମ୍ୟାଚ ଖେଳିଥିବା କହିଛନ୍ତି।ଏହା ଅଲମ୍ପିକ ଯୋଗ୍ୟତା ମ୍ୟାଚ ହୋଇ ଥିବାରୁ ଦଳର ଲକ୍ଷ ବିଜୟ ଉପରେ କେନ୍ଦ୍ରୀଭୂତ ରହିବ ବୋଲି ସେ କହିଛନ୍ତି।
ବାଇଟ-କୋଚ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
Last Updated : Oct 27, 2019, 11:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.