ETV Bharat / sports

ଓଡିଶା ଭାରତୀୟ ହକିର ଘର, ଓଡିଶାବାସୀ ପରିବାର: ରାନୀ - ନବୀନ ପଟ୍ଟନାୟକ

ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ୍‌ ଓଡିଶାକୁ ଭାରତୀୟ ହକିର ଘର ଓ ଓଡିଶାବାସୀ ପରିବାର ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Odisha home of indian hockey says women's hockey team captain Rani Rampal
ଓଡିଶା ଭାରତୀୟ ହକିର ଘର, ଓଡିଶାବାସୀ ପରିବାର: ରାନୀ
author img

By

Published : Aug 17, 2021, 8:17 PM IST

ଭୁବନେଶ୍ବର: ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ହକି ଟିମକୁ ଭୁବନେଶ୍ବରରେ ସ୍ବାଗତ କରୁଛି ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମକୁ ସମ୍ବର୍ଦ୍ଧିତା କରିଛନ୍ତି । ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ମୁଖ୍ୟ ଓ FIH ମୁଖ୍ୟ ନରିନ୍ଦର ବାତ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି ।

ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ୍‌ ଓଡିଶାକୁ ଭାରତୀୟ ହକିର ଘର ଓ ଓଡିଶାବାସୀ ପରିବାର ବୋଲି କହିଛନ୍ତି ।

ଉଭୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ଥିବା ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଲମ୍ପିକରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡିଶା ସରକାର ଖେଳାଳିଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିସହ ଉଭୟ ଟିମର ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ଓ ଟିମକୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ମିଳିଛି । ସେହିପରି ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି ।

ପୁରସ୍କାର ବିଜେତାଙ୍କ ତାଲିକା

ମହିଳା ଟିମ:-

୧. ସର୍ବାଧିକ ଗୋଲ୍‌ ରୋକିଥିବା ଖେଳାଳି- ଗୋଲ୍‌କିପର, ସବିତା ପୁନିଆ

୨. ଅଲମ୍ପିକ୍‌ରେ ସର୍ବାଧିକ ଗୋଲ୍‌ ଆସିଷ୍ଟ ଆୱାର୍ଡରାନୀ ରାମପାଲ, ନବନୀତ କୌର

୩. ଚମତ୍କାର ଡିଫେଣ୍ଡିଂ ଆୱାର୍ଡ- ଡିଫେଣ୍ଡର ଦୀପଗ୍ରେସ ଏକ୍କା

୪. ସେଣ୍ଟରରେ ପ୍ରଭାବୀ ପ୍ରଦର୍ଶନ- ମିଡଫିଲ୍ଡର ପି ସୁଶୀଳା ଚାନୁ

୫. ସର୍ବାଧିକ ଗୋଲ୍‌ ଆୱାର୍ଡ- (ଷ୍ଟ୍ରାଇକର) ଗୁରଜିତ କୌର , ବନ୍ଦନା କାଟାରିୟା

ପୁରୁଷ ଟିମ:-

୬. ସର୍ବାଧିକ ଗୋ୍‌ଲ ରୋକିଥିବା ଖେଳାଳି- ଗୋଲକିପର୍‌, ପିଆର ଶ୍ରୀଜେଶ

୭. ସର୍ବାଧିକ ଗୋଲ୍‌ ଆସିଷ୍ଟ ଆୱାର୍ଡ- ନିଳକାନ୍ତ ଶର୍ମା

୮. ଶ୍ରେଷ୍ଠ ଡିଫେନ୍ସିଂ ଟ୍ୟାକେଲ୍‌- ରୁପିନ୍ଦର ପାଲ ସିଂ

୯. ସର୍ବାଧିକ ମିଡଫିଲ୍ଡ ଟ୍ୟାକେଲ-(ଡିଫେଣ୍ଡର) ଅମିତ ରୋହିଦାସ, ହରମନପ୍ରୀତ ସିଂ

୧୦. ସର୍ବାଧିକ ଗୋଲ୍‌ ଆୱାର୍ଡ- ହରମନପ୍ରିତ ସିଂ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.