ଭୁବନେଶ୍ବର: ଓଡିଶା ଆୟୋଜନ କରିବ ପ୍ରଥମ ହକି ଇଣ୍ଡିଆ ଜୁନିୟର ମହିଳା ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ 2021 । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ । ନାଭାଲ ଟାଟା ହକି ଏକାଡେମୀ ଓ ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ବିଭାଗ ମିଳିତ ସହଭାଗୀତାରେ ଜୁନିୟର ଓ ସବ-ଜୁନିୟର ଚମ୍ପିଆନସିନ ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ।
-
YONEX Swiss Open 2021 (New Dates)
— BWFScore (@BWFScore) March 7, 2021 " class="align-text-top noRightClick twitterSection" data="
WS - Final
21 21 🇪🇸Carolina MARIN🏅
12 5 🇮🇳V. Sindhu PUSARLA
🕗 in 35 minutes
https://t.co/jeacFDs1Mg
">YONEX Swiss Open 2021 (New Dates)
— BWFScore (@BWFScore) March 7, 2021
WS - Final
21 21 🇪🇸Carolina MARIN🏅
12 5 🇮🇳V. Sindhu PUSARLA
🕗 in 35 minutes
https://t.co/jeacFDs1MgYONEX Swiss Open 2021 (New Dates)
— BWFScore (@BWFScore) March 7, 2021
WS - Final
21 21 🇪🇸Carolina MARIN🏅
12 5 🇮🇳V. Sindhu PUSARLA
🕗 in 35 minutes
https://t.co/jeacFDs1Mg
କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ମାର୍ଚ୍ଚ 17ରୁ ଏହି ପ୍ରତିଯୋଗୀତା ଆରମ୍ଭ ହେବା ନେଇ ସୂଚୀ ରହିଛି ।
ପ୍ରଥମ ହକି ଇଣ୍ଡିଆ ଜୁନିୟର ମହିଳା ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ 2021ମାର୍ଚ୍ଚ 17ରୁ 26 ଓ ପ୍ରଥମ ସବ-ଜୁନିୟର ମହିଳା ଏକାଡେମୀ ନ୍ୟାସନାଲ ଚମ୍ପିଆନସିପ 2021 ମାର୍ଚ୍ଚ 17ରୁ 25 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ