ETV Bharat / sports

ପିଏମ କେୟାର୍ସ ଫଣ୍ଡକୁ ହକି ଇଣ୍ଡିଆର ସହାୟତା, କ୍ରୀଡାମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Apr 5, 2020, 10:10 AM IST

ମହାମାରୀ କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 1 କୋଟି ଦାନ କରିଛି ହକି ଇଣ୍ଡିଆ । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ।

Kiren rijiju appeciates Hockey India's contribution
ପିଏମ କେଆରସ ଫଣ୍ଡକୁ ହକି ଇଣ୍ଡିଆର ସହୟତା, କ୍ରୀଡାମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମହାମାରୀ କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 1 କୋଟି ଦାନ କରିଛି ହକି ଇଣ୍ଡିଆ । ପୂର୍ବରୁ 25 ଲକ୍ଷ ପ୍ରଦାନ କରିଥିବା ବେଳେ, ହକି ଇଣ୍ଡିଆର କାର୍ଯ୍ୟକାରୀ କମିଟିର ନିଷ୍ପତି କ୍ରମେ ଅଧିକ 75 ଲକ୍ଷ ପ୍ରଦାନ କରିଛି । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ।

କ୍ରୀଡାମନ୍ତ୍ରୀ ଟ୍ବିଟ ଯୋଗେଁ, କୋରୋନା ଭାଇରସ ମୁକାବିଲା ପାଇଁ ଦେଶର ଏପରି କଠିନ ସମୟରେ ହକି ଇଣ୍ଡିଆର ଏହି ଉଦ୍ୟମ ପ୍ରଂଶସନୀୟ ବୋଲି କହିଛନ୍ତି । ମାର୍ଚ୍ଚ 28ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ କେଆରସ ଫଣ୍ଡ ନାମରେ ଜରୁରୀକାଳୀନ ସମୟ ପାଇଁ ଏକ ଫଣ୍ଡ ଗଢିଥିଲେ । ସମସ୍ତଙ୍କୁ ଏହି ପଣ୍ଡଙ୍କୁ ଆର୍ଥିକ ସହାୟତା ପାଇଁ ଅପିଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.