ନୂଆଦିଲ୍ଲୀ: ମହାମାରୀ କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 1 କୋଟି ଦାନ କରିଛି ହକି ଇଣ୍ଡିଆ । ପୂର୍ବରୁ 25 ଲକ୍ଷ ପ୍ରଦାନ କରିଥିବା ବେଳେ, ହକି ଇଣ୍ଡିଆର କାର୍ଯ୍ୟକାରୀ କମିଟିର ନିଷ୍ପତି କ୍ରମେ ଅଧିକ 75 ଲକ୍ଷ ପ୍ରଦାନ କରିଛି । ଏନେଇ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ।
-
I appreciate @TheHockeyIndia for contributing Rs 1 Crore towards the #PMCaresFund showing solidarity in India's resolve to fight against the Covid-19 Pandemic. #IndiaFightsCorona pic.twitter.com/Rly0kPhvQy
— Kiren Rijiju (@KirenRijiju) April 4, 2020 " class="align-text-top noRightClick twitterSection" data="
">I appreciate @TheHockeyIndia for contributing Rs 1 Crore towards the #PMCaresFund showing solidarity in India's resolve to fight against the Covid-19 Pandemic. #IndiaFightsCorona pic.twitter.com/Rly0kPhvQy
— Kiren Rijiju (@KirenRijiju) April 4, 2020I appreciate @TheHockeyIndia for contributing Rs 1 Crore towards the #PMCaresFund showing solidarity in India's resolve to fight against the Covid-19 Pandemic. #IndiaFightsCorona pic.twitter.com/Rly0kPhvQy
— Kiren Rijiju (@KirenRijiju) April 4, 2020
କ୍ରୀଡାମନ୍ତ୍ରୀ ଟ୍ବିଟ ଯୋଗେଁ, କୋରୋନା ଭାଇରସ ମୁକାବିଲା ପାଇଁ ଦେଶର ଏପରି କଠିନ ସମୟରେ ହକି ଇଣ୍ଡିଆର ଏହି ଉଦ୍ୟମ ପ୍ରଂଶସନୀୟ ବୋଲି କହିଛନ୍ତି । ମାର୍ଚ୍ଚ 28ରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ କେଆରସ ଫଣ୍ଡ ନାମରେ ଜରୁରୀକାଳୀନ ସମୟ ପାଇଁ ଏକ ଫଣ୍ଡ ଗଢିଥିଲେ । ସମସ୍ତଙ୍କୁ ଏହି ପଣ୍ଡଙ୍କୁ ଆର୍ଥିକ ସହାୟତା ପାଇଁ ଅପିଲ କରିଥିଲେ ।