ETV Bharat / sports

କ୍ୟାପିଟାଲ ହସ୍ପିଟାଲରେ ବିଶ୍ବ କ୍ୟାନସର ଦିବସ ପାଳିଲା ହକି ଟିମ ଇଣ୍ଡିଆ - ବିଶ୍ଵ କ୍ୟାନସର ଦିବସ

ବିଶ୍ଵ କ୍ୟାନସର ଦିବସରେ ମହାନତା ଦେଖାଇଲା ଭାରତୀୟ ହକି ଟିମ । ବିଶ୍ଵ କ୍ୟାନସର ଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କ୍ୟାନସରରେ ପୀଡିତ ରୋଗୀଙ୍କୁ ଭେଟିବା ସହ କ୍ୟାନସର ୱାର୍ଡରେ ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି ।

Indian Hockey Team reach at Capital Hospital
ହୃଦୟ ଜିତିଲା ହକି ଟିମ ଇଣ୍ଡିଆ
author img

By

Published : Feb 4, 2020, 2:59 PM IST

Updated : Feb 4, 2020, 9:20 PM IST

ଭୁବନେଶ୍ବର: ବିଶ୍ଵ କ୍ୟାନସର ଦିବସରେ ମହାନତା ଦେଖାଇଲା ଭାରତୀୟ ହକି ଟିମ । ହକି ପ୍ରୋ-ଲିଗ ପାଇଁ ଭୁବନେଶ୍ବରରେ ରହିଛି ଭାରତୀୟ ଦଳ । ବିଶ୍ଵ କ୍ୟାନସର ଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି କ୍ୟାନସରରେ ପୀଡିତ ରୋଗୀଙ୍କୁ ଭେଟିଥିଲେ । ଏଥିସହିତ କ୍ୟାନସର ୱାର୍ଡରେ ରୋଗୀଙ୍କୁ ଫଳ ବାଣ୍ଟିଛନ୍ତି ।

ବିଶ୍ବ କ୍ୟାନ୍‌ସର ଦିବସ ନେଇ କ୍ୟାପିଟାଲ ହସ୍ପିଟାଲରେ କୋଣାର୍କ କ୍ୟାନ୍‌ସର ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଫାଉଣ୍ଡେସନର ଅଧକ୍ଷ ଅରୂପ ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଫାଉଣ୍ଡେସନର ସଦସ୍ୟ ଲୋକଙ୍କୁ କ୍ୟାନସର ବିଷୟରେ ଲୋକଙ୍କୁ ବୁଝାଇବା ସହ, ନିରାକରଣ ଉପରେ ବି ଅବଗତ କରାଇଥିଲେ। । ଏହି କାର୍ଯ୍ୟକ୍ରମରେ ଭାରତୀୟ ହକି ଦଳ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସାମିଲ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବିଶ୍ଵ କ୍ୟାନସର ଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲରେ ଇଣ୍ଡିଆ ହକି ଟିମ୍

ବିଶ୍ବ କ୍ୟାନ୍‌ସର ଦିବସ ନେଇ କ୍ୟାପିଟାଲ ହସ୍ପିଟାଲରେ କୋଣାର୍କ କ୍ୟାନ୍‌ସର ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟକ୍ରମ, ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ଭାରତୀୟ ହକି ଖେଳାଳି .
Body:
ଆଜି ହେଉଛି ୱାଲଡ଼ କ୍ୟାନ୍ସର ଡେ, ରାଜଧାନୀ ଭୁବନେଶ୍ବର ସ୍ତିତ କ୍ୟାପିଟାଲ ହସ୍ପିଟାଲରେ କୋଣାର୍କ ଫାଉଣ୍ଡେସ ପକ୍ଷରୁ ଲୋକଙ୍କୁ କ୍ୟାସର ବିଷୟ ରେ ଲୋକଙ୍କୁ ବୁଝାଇବା ସହ କ୍ୟାନ୍ସର ନିରାକରଣ ଉପରେ ବି ଅବଗତ କରାଯାଇଥିଲା। ଇଂଡିଆ ହକି ଟିମ ର ଖେଳାଳି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ସହ କ୍ୟାନ୍ସର ୱାଡ ର ରେଗୀଙ୍କୁ ଫଳ ବାଣ୍ଟି ଥିଲେ।କୋଣାର୍କ ଫାଉଣ୍ଡେସନ ର ଅଧକ୍ଷ ଅରୁପ ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ, ପ୍ରମୂଖ ଯୋଗ ଦେଇଥିଲେ।Conclusion:
Last Updated : Feb 4, 2020, 9:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.