ETV Bharat / sports

ପ୍ରୋ ଲିଗ୍‌ ଲଢେଇ, ଆର୍ଜେଣ୍ଟିନାକୁ 3-0ରେ ହରାଇଲା ଭାରତ

ମ୍ୟାଚର 11ତମ ମିନିଟରେ ହରମନପ୍ରୀତ ସିଂହ, 15ତମ ମିନିଟରେ ଲଳିତ ଉପାଧ୍ୟାୟ ଓ 58ତମ ମିନିଟରେ ସନ୍ଦୀପ ସିଂହ ଭାରତ ପାଇଁ ତୃତୀୟ ଗୋଲ୍‌ କରିଥିଲେ । ଅଧିକ ପଢନ୍ତୁ...

India beat Argentina 3-0 in Pro League
ପ୍ରୋ ଲିଗ୍‌ ଲଢେଇ, ଆର୍ଜେଣ୍ଟିନାକୁ 3-0ରେ ହରାଇଲା ଭାରତ
author img

By

Published : Apr 12, 2021, 3:51 PM IST

ହାଇଦ୍ରାବାଦ: ଏଫଆଇଏଚ ପ୍ରୋ ଲିଗ୍‌ରେ ଦ୍ବିତୀୟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ରବିବାର ବୁଏନସ ଏୟାରସରେ ଖେଳାଯାଇଥିବା ମ୍ୟାଚରେ ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ 3-0ରେ ମାତ୍‌ ଦେଇଛି ଭାରତ ।

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲା ଭାରତ । ଫଳରେ ମ୍ୟାଚର 11ତମ ମିନିଟରେ ହରମନପ୍ରୀତ ସିଂହ, 15ତମ ମିନିଟରେ ଲଳିତ ଉପାଧ୍ୟୟ ଓ 58ତମ ମିନିଟରେ ସନ୍ଦୀପ ସିଂହ ଭାରତ ପାଇଁ ତୃତୀୟ ଗୋଲ୍‌ କରିଥିଲେ । ଘରୋଇ ଆର୍ଜେଣ୍ଟିନା ସମସ୍ତ ପ୍ରକାର ପ୍ରୟାସ କରିଥିଲେ ମଧ୍ୟ ଗୋଲ୍‌ କରିବାରେ ସଫଳ ହୋଇନଥିଲା । ଫଳରେ 3-0ରେ ବିଜୟୀ ହୋଉଇଥିଲା ଟିମ ଇଣ୍ଡିଆ ।

ପ୍ରଥମ କ୍ବାର୍ଟରରେ 50ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ଭାରତୀୟ ଗୋଲ୍‌କିପର କ୍ରୀଷନ ବାହାଦୂର ପାଠକ ଆର୍ଜେଣ୍ଟିନାର ନିଶ୍ଚିନ୍ତ ଗୋଲ୍‌ ସୁଯୋଦକୁ ଅଟକାଇ ଦେଇଥିଲେ । ଫଳରେ ପ୍ରଥମ କ୍ବାର୍ଟରରେ ଅଗ୍ରଣୀ ଥିବା ଭ୍ରମଣକାରୀ ଭାରତ ମ୍ୟାଚର ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିବା ସହ ବିଜୟୀ ହୋଇଛି ।

India beat Argentina 3-0 in Pro League
କ୍ରୀଷନ ବାହାଦୂର ପାଠକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.