ETV Bharat / sports

ଭାରତୀୟ ହକି ରାନୀଙ୍କୁ ପଦ୍ମଶ୍ରୀ ସମ୍ମାନ, ଟ୍ବିଟକରି ଜଣାଇଲେ କୃତଜ୍ଞତା - ମହିଳା ହକି ଟିମ କ୍ୟାପଟେନ ରାନୀ

ଭାରତୀୟ ମହିଳା ହକି ଟିମ କ୍ୟାପଟେନ ରାନୀଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଏନେଇ ରାନୀ ଖୁସିବ୍ୟକ୍ତ କରିବା ସହ ଟିମ, ସପୋର୍ଟ ଷ୍ଟାଫ, କୋଚ, କେନ୍ଦ୍ର କ୍ରୀଡାମନ୍ତ୍ରୀ, ପରିବାର ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାବୁକ ପୂର୍ଣ୍ଣ ଟ୍ବିଟ କରିଛନ୍ତି ।

Padma shri Rani Rampal
ରାନୀଙ୍କୁ ପଦ୍ମଶ୍ରୀ ସମ୍ମାନ
author img

By

Published : Jan 26, 2020, 2:53 PM IST

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କ୍ୟାପଟେମନ ରାନୀଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଏନେଇ ରାନୀ ଖୁସିବ୍ୟକ୍ତ କରିବା ସହ, ଗର୍ବର ବିଷୟ ବୋଲି କହିଛନ୍ତି । ଏଥିସହିତ ଏକ ଭାବୁକପୂର୍ଣ୍ଣ ଟ୍ବିଟରେ ରାନୀ ହକି ଟିମ, ସପୋର୍ଟ ଷ୍ଟାଫ, କୋଚ, କେନ୍ଦ୍ର କ୍ରୀଡାମନ୍ତ୍ରୀ, ପରିବାର ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

  • I am humbled and honoured to receive one of the highest civilian awards of our country #Padmashree I dedicate this award to my entire team & supporting staff. Elated & thankful to @KirenRijiju sir @TheHockeyIndia coach Baldev Sir, family, friends & fans for always supporting me.

    — Rani Rampal (@imranirampal) January 26, 2020 " class="align-text-top noRightClick twitterSection" data=" ">

25 ବର୍ଷିୟା ରାନୀ ଦେଶ ପାଇଁ 200ରୁ ଅଧିକ ମ୍ୟାଚ ଖେଳିସାରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ହକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତର ଅଲମ୍ପିକ ଟିକେଟ ନେଇ ଆଶଙ୍କା ଦେଖାଦେଇଥିଲା । ତେବେ ମ୍ୟାଚର ଶେଷ ମୁହୂର୍ତ୍ତରେ କ୍ୟାପଟେନ ରାନୀ ଗୋଲ କରିଥିଲେ । ଫଳରେ ମହିଳା ହକି ଦଳ ଅଲମ୍ପିକ ଟିକେଟ ହାସଲ କରିଥିଲା ।

Intro:ଅବାଧ ବେଆଇନ ଗୋରୁ ଚାଲାଣ। ସନ୍ଦେହରେ ଗାଡିକୁ ଅଟକାଇ ପୁଲିସର ଜିମା ଦେଇଛନ୍ତି ଅଞ୍ଚଳବାସୀ। Body:ଅବାଧ ବେଆଇନ ଗୋରୁ ଚାଲାଣ। ସନ୍ଦେହରେ ଗାଡିକୁ ଅଟକାଇ ପୁଲିସର ଜିମା ଦେଇଛନ୍ତି ଅଞ୍ଚଳବାସୀ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଆଗରପଡା ରୁ ଭଦ୍ରକ ରାସ୍ତାର ଧୋବାଗଢିଆ ଛକ ନିକଟରେ ଏକ ପିକ୍ଅପ୍ ଭେନ ରେ ଅମାନୁଷିକ ଭାବେ ଦଶଟି ଗୋରୁ ଚାଲାଣ ହେଉଥିବା ଦୃଶ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ପରେ ବେଆଇନ ଗୋ ଚାଲାଣ ହେଉଥିବା ସନ୍ଦେହରେ ଗାଡିଟିକୁ ଅଟକାଇଥିଲେ। ଏନେଇ ଡ୍ରାଇଭର କୁ ପଚରା ଉଚରା କରିବାରୁ ବେଆଇନ ଗୋ ଚାଲାଣ ହେଉଥିବା ସନ୍ଦେହ ସ୍ପଷ୍ଟ ହୋଇଥିବା ଜଣାପଡିଛି। ଏହାପରେ ପୁଲିସ କୁ ସୂଚନା ଦେଇଥିଲେ ଅଞ୍ଚଳବାସୀ। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ଗାଡିକୁ ଜବତ କରିବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.