ETV Bharat / sports

ଟୋକିଓ ଅଲମ୍ପିକ୍ସ: ପ୍ରସ୍ତୁତି ପାଇଁ 18ଜଣିଆ ମହିଳା ହକି ଦଳ ଘୋଷିତ - Hockey India announced

2020 ଟୋକିଓ ଅଲମ୍ପିକ୍ସ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଶକ୍ତିଶାଳୀ ଦଳ ଚୟନ ପୂର୍ବରୁ ହକି ଇଣ୍ଡିଆ ପରୀକ୍ଷା ମୂଳକ ଭାବେ ଖେଳାଳିଙ୍କ ପ୍ରଦର୍ଶନକୁ ପରଖିବ । ସେଥିପାଇଁ 18 ଜଣିଆ ମହିଳା ହକି ଦଳ ଘୋଷଣା ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@hockeyindia)
author img

By

Published : Jul 26, 2019, 5:03 PM IST

ନୂଆଦିଲ୍ଲୀ: 2020 ଟୋକିଓ ଅଲମ୍ପିକ୍ସ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଶକ୍ତିଶାଳୀ ଦଳ ଚୟନ ପୂର୍ବରୁ ହକି ଇଣ୍ଡିଆ ପରୀକ୍ଷା ମୂଳକ ଭାବେ ଖେଳାଳିଙ୍କ ପ୍ରଦର୍ଶନକୁ ପରଖିବ । ସେଥିପାଇଁ 18 ଜଣିଆ ମହିଳା ହକି ଦଳ ଘୋଷଣା ହୋଇଛି ।

Hockey India announced
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@hockeyindia)

ଘୋଷିତ ଦଳରେ ରାନୀ କ୍ୟାପଟେନ ଥିବା ବେଳେ ସବିତା ଭାଇସ-କ୍ୟାପଟେନ ରହିଛନ୍ତି ।
ଭାରତୀୟ ମହିଳା ହକି ଦଳ:
1. ସବିତା
2. ରଜନି ଇତିମାରପୁ
3. ଦିପ ଗ୍ରାସ ଏକ୍କା
4. ରୀନା ଖୋଖର
5. ଗୁରଡିତ କୌର
6. ସୁସିଳା ଚାନୁ ପୁଖ୍ରାମ୍ବମ
7. ସାଲିମା ଟେଟେ
8. ନିଶା
9. ନିକି ପ୍ରଧାନ
10. ମୋନିକା
11. ଲିଲିମା ମିଞ୍ଜ
12. ନେହା ଗୋୟଲ
13. ରାନୀ(କ୍ୟାପଟେନ)
14. ନବନୀତ କୌର
15. ବନ୍ଦନା କାଟାରିୟା
16. ଲାଲ୍ରେସିଆମି
17. ନବଡିତ କୌର
18. ସର୍ମିଳା ଦେବୀ

ଜାପାନ ଟୋକିଓରେ 2020 ଅଗଷ୍ଟ 17ରୁ 21 ପର୍ଯ୍ୟନ୍ତ ଏହା ମେଗା ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଅଲମ୍ପିକ୍ସ ଦଳରେ 16 ଜଣ ଖେଳାଳି ସ୍ଥାନ ପାଇବେ । ତେବେ ତା ପୂର୍ବରୁ ଖେଳାଳିଙ୍କୁ ଶତପ୍ରତିଶ୍ରତ ପ୍ରସ୍ତୁତି ପାଇଁ ଏହା ଦଳ ଚୟନ କରାଯାଇଥିବା କୋଚ ସଜୋର୍ଡ ମାରିନ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.