ETV Bharat / sports

ମହାମାରୀକୁ ମାତ୍ ଦେଲେ ଭାରତୀୟ ହକି ଖେଳାଳି

author img

By

Published : Aug 17, 2020, 6:29 PM IST

india hockey player
india hockey player

ବେଙ୍ଗାଲୁରୁ: କୋରୋନାକୁ ହରାଇ ଡାକ୍ତରଖାନାରୁ ଫେରୁଛନ୍ତି ଭାରତୀୟ ହକି ଟିମର 6ଜଣ ଖେଳାଳି । ବେଙ୍ଗାଲୁରୁ ଡାକ୍ତରଖାନାରେ ଏହି ଖେଳାଳିମାନେ ଚିକିତ୍ସିତ ହେଉଥିଲେ ।

ଖବରମୁତାବକ, ଅଧିନାୟକ ମନପ୍ରୀତ ସିଂ, ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରଣ ସିଂ, ବରୁଣ କୁମାର, ଗୋଲକିପର କ୍ରିସନ ବାହଦୁର ପାଠକ, ଓ ଷ୍ଟାଇକର ମନଦୀପ ସିଂଙ୍କ ଅନ୍ତିମ 2ଥର ରିପୋର୍ଟ ନେଗେଟିଭ ଆସିଛି । ଆଜି ସଂନ୍ଧ୍ୟାରେ ଖେଳାଳିମାନେ ହସ୍ପିଟାଲରୁ ଡିସଚାର୍ଜ ହେବେ ।

ସୂଚନାଥାଉକି, ଏହି ଭାରତୀୟ ଖେଳାଳିମାନଙ୍କ ରିପୋର୍ଟ ଅଗଷ୍ଟ 10ରୁ 12 ତାରିଖ ମଧ୍ୟରେ ପଜିଟିଭ ଆସିଥିଲା ।

ତେବେ ଏହି ଖେଳାଳିମାନେ ପୁଣି ମ୍ୟାଚ ଅଭ୍ୟାସ ଫେରିବା ପୂର୍ବରୁ କିଛି ଦିନ ହୋମ ଆଇସୋଲେସନରେ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.