ETV Bharat / sports

ହକି ପ୍ରୋ-ଲିଗ: କମ୍ପିବ କଳିଙ୍ଗ, ଆଜି ଭାରତ-ନେଦରଲାଣ୍ଡ ଟକ୍କର - India Netherland Hockey pro League

ଆଜିଠୁ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ । FIH ହକି ପ୍ରୋ-ଲିଗରେ ଭାରତ-ନେଦରଲାଣ୍ଡ ମଧ୍ୟରେ ହେବ ମୁକାବିଲା । ଅଧିକ ପଢନ୍ତୁ...

FIH Hockey pro League 2020
ହକି ପ୍ରୋ-ଲିଗ
author img

By

Published : Jan 18, 2020, 12:21 PM IST

ଭୁବନେଶ୍ବର: ଆଜିଠୁ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ । FIH ହକି ପ୍ରୋ-ଲିଗରେ ଭାରତ-ନେଦରଲାଣ୍ଡ ମଧ୍ୟରେ ହେବ ମୁକାବିଲା । ବିଶ୍ବ ମାନ୍ୟତାର 3 ନଂ ସ୍ଥାନରେ ରହିଛି ନେଦରଲାଣ୍ଡ । ଶେଷ ଥର ଉଭୟ ଦଳ ବିଶ୍ବକପ କ୍ବାର୍ଟରଫାଇନାଲରେ ମୁହାଁମୁହିଁ ହୋଇଥିଲେ । ଏଥିରେ ମନପ୍ରିତ ବାହୀନିକୁ 2-1ରେ ପରାସ୍ତ ହେବାକୁ ପଡିଥିଲା ।

FIH Hockey pro League 2020
ଭାରତ ବନାମ ନେଦରଲାଣ୍ଡ

ତେବେ ଭାରତୀୟ ହକି ଜବରଦସ୍ତ ଫର୍ମରେ ରହିଛି । ସେଥିପାଇଁ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ହେବା ନେଇ ଆଶା କରାଯାଉଛି । ଅନ୍ୟପଟେ କୋଟିଓ ଅଲମ୍ପିକ୍ସକୁ ଆଉ ମାତ୍ର ଗୋଟିଏ ମାସ ସମୟ ରହିଛି । ସେଥିପାଇଁ ଶ୍ରେଷ୍ଠ ଟିମ ବିପକ୍ଷରେ ଦମଦାର ପ୍ରଦର୍ଶନ ସହ ଦୃଢଆତ୍ମ ବିଶ୍ବାସ ସହ ଟୋକିଓ ଯାତ୍ରା ପାଇଁ ଭାରତୀୟ ଦଳ ଲକ୍ଷ୍ୟ ରଖିଛି ।

FIH Hockey pro League 2020
ଭାରତୀୟ ହକି ଟିମ

ଭାରତୀୟ ଟିମ : ପି ଆର ଶ୍ରୀଜେଶ(ଗୋଲକିପର), କ୍ରୀଷନ ବାହାଦପ ପାଠକ(ଗୋଲକିପର), ହରମନପ୍ରିତ ସିଂହ, ଗୁରିନ୍ଦର ସିଂହ, ଅମିତ ରୋହିଦାସ, ସୁରେନ୍ଦର କୁମାର, ବିରେନ୍ଦ୍ର ଲାକ୍ରା, ରୁପିନ୍ଦର ପାଲ ସିଂହ, ମନପ୍ରିତ ସିଂହ(କ୍ୟାପଟେନ), ବିବେକ ସାଗର ପ୍ରସାଦ, ଚିଙ୍ଗଲେନସାନା ସିଂହ, ନିଳକଣ୍ଠ ଶର୍ମା, ସୁମିତ, ଗୁରଜାନ୍ତ ସିଂହ, ଏସ ଭି ସୁନୀଲ, ଲଳିତ କୁମାର ଉପରାଧାୟ, ମନଦୀପ ସିଂହ, ଆକାଶଦୀପ ସିଂହ, ଗୁରସାହବିଜିତ ସିଂହ, କୋଥାଜିତ ସିଂହ ଖଣ୍ଡାଙ୍ଗବାମ ।

Intro:Body:

fefe

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.