ETV Bharat / sports

ହକି ଇଣ୍ଡିଆର କୋରୋନା ସହାୟତା: ପିଏମ କେୟାର୍ସ ଫଣ୍ଡକୁ 25 ଲକ୍ଷ - ହକି ଇଣ୍ଡିଆ 25 ଲକ୍ଷର ସହାୟତା ରାଶି

କୋରୋନା ବିରୋଧି ଲଢେଇରେ ସହାୟତାର ହାତ ବଢାଇଛି ହକି ଇଣ୍ଡିଆ । ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ହକି ଇଣ୍ଡିଆ ପକ୍ଷରୁ 25 ଲକ୍ଷର ସହାୟତା ରାଶି ପ୍ରଦାନ କରାଯାଇଛି । ଅଧିକ ଖବର ପଢନ୍ତୁ...

COVID-19
ହକି ଇଣ୍ଡିଆର କୋରୋନା ସହାୟତା: ପିଏମ କେଆରସ ଫଣ୍ଡକୁ 25 ଲକ୍ଷ
author img

By

Published : Apr 3, 2020, 8:27 AM IST

ନୂଆଦିଲ୍ଲୀ: କୋରୋନା ବିରୋଧି ଲଢେଇରେ ସହାୟତାର ହାତ ବଢାଇଛି ହକି ଇଣ୍ଡିଆ । ଦେଶର ଏପରି କଠିନ ସମୟରେ, କ୍ରିକେଟ, ଫୁଟବଲ, ତୀରନ୍ଦାଜ, କୁସ୍ତି ସଂଘ ପରେ ସାହାଯ୍ୟ ପାଇଁ ଆଗେଇ ଆସିଛି ହକି ଇଣ୍ଡିଆ ।

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ହକି ଇଣ୍ଡିଆ ପକ୍ଷରୁ 25 ଲକ୍ଷର ସହାୟତା ରାଶି ପ୍ରଦାନ କରାଯାଇଛି । ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ 51 କୋଟି ଓ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ 25 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଭାରତରେ ଏଯାବତ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା 1965ରେ ପହଞ୍ଚିଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ 12 ଘଣ୍ଟା ମଧ୍ୟରେ 131 ନୂଆ COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ 1765 ଜଣ ଆକ୍ଟିଭ କେସ ଏବେ ସୁଦ୍ଧା ରହିଛି । 50 ଜଣ ଏହି ମହାମାରୀ ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.