ETV Bharat / sports

ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି - FIH ପ୍ରୋ-ଲିଗ୍‌ ମ୍ୟାଚ

ସାଇ ସେଣ୍ଟର, ବେଙ୍ଗାଲୁରୁରେ ନ୍ୟାସନାଲ କ୍ୟାମ୍ପରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଅଧିକ ପଢନ୍ତୁ...

75 Days for Tokyo: India captains Manpreet and Rani 'focused' on mission despite hurdles
ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି
author img

By

Published : May 9, 2021, 6:23 PM IST

ବେଙ୍ଗାଲୁରୁ: ଟୋକିଓ ଅଲମ୍ପିକ ଗେମ୍ସକୁ ଆଉ ମାତ୍ର 75 ଦିନ ବାକି । ଫଳରେ ସାଇ ସେଣ୍ଟର, ବେଙ୍ଗାଲୁରୁରେ ନ୍ୟାସନାଲ କ୍ୟାମ୍ପରେ ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଟିମ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଖେଳାଳିଙ୍କ ଫୋକସରେ ରହିଛି ଅଲମ୍ପିକ୍ସ ।

ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି
ଟୋକିଓ ଅଲମ୍ପିକ୍ସକୁ ଆଉ 75 ଦିନ, ହକି ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି

ଯାତ୍ରା କଟକଣା ଯୋଗୁଁ ଆଗାମୀ ସପ୍ତାହରେ ଗସ୍ତ ପ୍ରତିଯୋଗିତା ସମ୍ଭବ ହେଉନଥିବାରୁ ଭାରତୀୟ କ୍ୟାପଟେନ ନାଖୁସ ଜାହିର କରିଥିଲେ । ମାତ୍ର ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଜାରି ରହିଥିବା କହିଛନ୍ତି ।

ଜର୍ମାନୀ ଓ ସ୍ପେନ ବିପକ୍ଷ FIH ପ୍ରୋ-ଲିଗ୍‌ ମ୍ୟାଚ ସ୍ଥଗିତ ହେବାପରେ ପ୍ରସ୍ତୁତି ପ୍ରଭାବିତ ହୋଇଛି କହିଛନ୍ତି କ୍ୟାପଟେନ ମନପ୍ରୀତ ସିଂହ । ତେବେ ଏହା ସମସ୍ତଙ୍କ ପାଇଁ କଠିନ ସମୟ । କୋଭିଡ ଯୋଦ୍ଧା ଓ ସମ୍ମୁଖ କର୍ମଚାରୀଙ୍କୁ ସାଲ୍ୟୁଟ, ଏଥିସହ ଜୀବନ ହରାଉଥିବା ପ୍ରତିଟି ପ୍ରିଜୟନଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

ଅଲମ୍ପିକ୍ସରେ ପଦକ ବିଜେତା ହେବାକୁ ଶତପ୍ରତିଶତ ପ୍ରୟାସ ସହ ଟିମର ପ୍ରତ୍ୟେକ ଖେଳାଳିଙ୍କ ଗୋଟିଏ ମିଶନ ରହିଥିବା ହକି ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କହିଛନ୍ତି ମନପ୍ରୀତ ।

ଅନ୍ୟପଟେ ମହିଳା ଟିମ କ୍ୟାପଟେନ ରାନୀ, ନିକଟରେ ପଜିଟିଭ ଚିହ୍ନଟ ହୋଇଥିଲେ ମଧ୍ୟ ସୁସ୍ଥ ହୋଇ ଅଭ୍ୟାସକୁ ଫେରିଛନ୍ତି । ଆଗାମୀ 75 ଦିନ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ଚଳିତ ଥର ଅଲମ୍ପିକ ପଦକ ଜିତିବାର ସୁବର୍ଣ୍ଣ ସୁଯୋଗ ରହିଥିବା କହିଛନ୍ତି ରାନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.