ETV Bharat / sports

ମହିଳା ହକି: ଜାତୀୟ ପ୍ରଶିକ୍ଷଣ ଶିବିରରେ 7 ଓଡିଆ - bangalor

ଜାତୀୟ ପ୍ରଶିକ୍ଷଣ ଶିବିରରେ 60 ଖେଳାଳୀଙ୍କ ମଧ୍ୟରେ 7 ଓଡିଆଙ୍କ ନାଁ ରହିଛି । ସେମାନେ ହେଲେ ଦୀପଗ୍ରେସ୍‌ ଏକ୍କା, ଲିଳିମା ମିଞ୍ଜ,ନମିତା ଟପ୍ପୋ, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ, ଏଲିନା ଲାକ୍ର ଓ ଅନୁପା ବାର୍ଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 26, 2019, 3:19 PM IST

ହାଇଦ୍ରାବାଦ: ଭାରତୀୟ ଖେଳ ପ୍ରାଧିକରଣ ଦ୍ବାରା ଆୟୋଜିତ ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ 60ଜଣ ଖେଳାଳୀଙ୍କ ଚୟନ କରାଯାଇଛି । ଗୁରୁବାର ଦିନ ହକି ଇଣ୍ଡିଆ ଏହା ଘୋଷଣା କରିଛି । ବେଙ୍ଗଲୁର ସ୍ଥିତ ଭାରତୀୟ ଖେଳ ପ୍ରାଧିକରଣ (ସାଇ) ଠାରେ 26 ଏପ୍ରିଲ୍‌ ଦିନ ଏହି ଶିବର ଆରମ୍ଭ ହୋଇ 9 ଜୁନ୍‌ ଯାଏଁ ଚାଲିବ ।

ହକି
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia

ସନିୟର ମହିଳା ଚାମ୍ପିଅନସିପ୍‌ରେ ପ୍ରଦର୍ଶନକୁ ଆଧାର କରି ଏହି ଖେଳାଳୀଙ୍କ ଚୟନ କରାଯାଇଛି । ତେବେ ସେହି ଖେଳାଳୀଙ୍କ ମଧ୍ୟରୁ ଆସନ୍ତା 4 ତାରିଖରେ 33ଜଣ ଖେଳାଳୀଙ୍କୁ ଚୟନ କରାଯିବ। ଏନେଇ କୋଚ୍‌ ମରିନେ କହିଛନ୍ତି ଯେ, ରାଷ୍ଟ୍ରୀୟ ଶିବିରରେ ଆସିଥିବା ନୂତନ ପ୍ରତିଭାଙ୍କ ଖେଳ ଦେଖିବାକୁ ବହୁତ ଉତ୍ସାହିତ ରହିଛି । ବର୍ତ୍ତମାନ ଖେଳାଳୀ ନିଜର ଦକ୍ଷତା ଦେଖାଇବାର ସମୟ ଆସିଯାଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.