ETV Bharat / sports

ଓଡିଶା ଏଫସିରେ RFYS ନ୍ୟାସନାଲ ଚମ୍ପିଆନସିପ୍ ଷ୍ଟାର ଆନାରୟ ସୋଇବାମ - RFYS ନ୍ୟାସନାଲ ଚମ୍ପିଆନସିପ

ଇଣ୍ଡିଆନ ସୁପର ଲିଗ କ୍ଳବ ଓଡିଶା ଏଫସିରେ ସାମିଲ ହୋଇଛନ୍ତି, ରିଲିଆନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟ୍ସ (RFYS) ନ୍ୟାସନାଲ ଚମ୍ପିଆନସିପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆନାରୟ ସୋଇବାମ ।

RFYS star performer Annaroy Soibam called up to Odisha FC youth set up
ଓଡିଶା ଏଫସିରେ RFYS ନ୍ୟାସନାଲ ଚମ୍ପିଆନସିପ ଷ୍ଟାର ଆନାରୟ ସୋଇବାମ
author img

By

Published : Aug 8, 2020, 5:17 PM IST

ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ କ୍ଳବ ଓଡିଶା ଏଫସିରେ ସାମିଲ ହୋଇଛନ୍ତି, ରିଲିଆନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟ୍ସ (RFYS) ନ୍ୟାସନାଲ ଚମ୍ପିଆନସିପରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଆନାରୟ ସୋଇବାମ । ଓଡିଶା ଏଫସିର ୟୁଥ ସ୍ବାଡ୍ ପକ୍ଷରୁ ସୋଇବାମଙ୍କୁ ଡାକରା ମିଳିଥିଲା ।

ସୋଇବାମ ଇମ୍ଫାଲରେ ଖେଳାଯାଇଥିବା ସବ ଜୁନିୟର(14 ବର୍ଷରୁ କମ) RFYS ନ୍ୟାସନାଲ ଚମ୍ପିଆନସିପ 2019-20ରେ କ୍ୟାପଟେନ ରହିଥିଲେ । ସୋଇବାମ ଏହି ଟୁର୍ଣ୍ଣମେଣ୍ଟରେ ଅବିଶ୍ବସନୀୟ ପ୍ରଦର୍ଶନ ଓ ମୋଟ 11ଗୋଲ୍ ସହ ଗୋଲ୍ଡେନ ବୁଟ୍ ହାସଲ କରିଥିଲେ । ଏଥିସହିତ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ରହିଥିଲେ ।

ଓଡିଶା ଏଫସିର 18 ବର୍ଷରୁ କମ ଟିମର ମୁଖ୍ୟ କୋଚ ସନ୍ଦୀପ ଆଲହାନ ସୋଇବାମଙ୍କୁ ପ୍ରଶଂସା କରିଛନ୍ତି । "ସୋଇବାମଙ୍କର ଆକ୍ରମଣାତ୍ମକ ଅନ୍ଦାଜ ତାଙ୍କୁ ନିଆରା କରେ । ଜଣେ ଦକ୍ଷ ଫିନିସରଙ୍କ ପ୍ରତିଭା ସୋଇବାମଙ୍କ ପାଖେ ରହିଛି । ଫଳରେ କୌଣସି ବି ଆକ୍ରମଣାତ୍ମକ ସ୍ଥାନରେ ସେ ଟିମ ପାଇଁ ଫାଇଦାମାନ ସାବ୍ୟସ୍ତ ହୋଇପାରିବେ ।" ଏହା କହିଛନ୍ତି କୋଚ ସନ୍ଦୀପ ଆଲହାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.