ETV Bharat / sports

ମାଞ୍ଚେଷ୍ଟର ୟୁନାଇଟେଡ ମିଡଫିଲ୍ଡର ପଲ ପୋଗବା କୋରୋନା ପଜିଟିଭ

ମାଞ୍ଚେଷ୍ଟର ୟୁନାଇଟେଡ ମିଡଫିଲ୍ଡର ପଲ ପୋଗବା କୋଭିଡ-19 ଟିହ୍ନଟ ହୋଇଛନ୍ତି ।

author img

By

Published : Aug 27, 2020, 7:42 PM IST

Paul Pogba tests positive for COVID-19
ମାଞ୍ଚେଷ୍ଟର ୟୁନାଇଟେଡ ମିଡଫିଲ୍ଡର ପଲ ପୋଗବା କୋରୋନା ପଜିଟିଭ

ପ୍ୟାରିସ(ଫ୍ରାନ୍ସ): ମାଞ୍ଚେଷ୍ଟର ୟୁନାଇଟେଡ ମିଡଫିଲ୍ଡର ପଲ ପୋଗବା କୋଭିଡ-19 ଟିହ୍ନଟ ହୋଇଛନ୍ତି । ଫଳରେ ଫାନ୍ସ ସ୍କ୍ବାଡରୁ ବାଦ ପଡିଛନ୍ତି । ଏନେଇ ଫ୍ରାନ୍ସ କୋଚ ଡିଡିଅର ଡେସଚାମ୍ପସ ଗୁରୁବାର ସ୍ପଷ୍ଟ କରିଛନ୍ତି ।

27 ବର୍ଷୀୟ ପୋଗବା, କ୍ରୋଏସିଆ ବିପକ୍ଷ ଜାତୀୟ ଲିଗ ପାଇଁ ଫ୍ରେଞ୍ଚ ସ୍କ୍ବାଡରେ ସ୍ଥାନ ପାଇଥିଲେ । ପୋଗବାଙ୍କ ସ୍ଥାନରେ ମିଡଫିଲ୍ଡର ଏଡୁଆରଡୋ କାମାଭିଙ୍ଗାଙ୍କୁ ଟିମରେ ଚୟନ କରାଯାଇଛି ।

Paul Pogba tests positive for COVID-19
ପଲ ପୋଗବା

ପଜିଟିଭ ଚିହ୍ନଟ ହେବାପରେ ପୋଗବାଙ୍କୁ 14 ଦିନ ଆଇସୋଲେସନରେ ରହିବାକୁ କୁହାଯାଇଛି । ଫଳରେ ମାଞ୍ଚେଷ୍ଟର ୟୁନାଇଟେଡ ପ୍ରି-ସିଜିନ ପ୍ରସ୍ତୁତି କ୍ୟାମ୍ପରେ ମଧ୍ୟ ଯୋଗ ଦେଇପାରିବେ ନାହିଁ । ତେବେ ପୋଗବାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ ।

ଶୁକ୍ରବାର ସେପ୍ଟେମ୍ବର 5ରେ ଜାତୀୟ ଲିଗରେ ଫ୍ରାନ୍ସ ସ୍ବିଡେନ ସହ ମୁହାଁମୁହିଁ ହେବ । ପରେ କ୍ରୋଏସିଆ ସହ ସେପ୍ଟେମ୍ବର 8ରେ ଫ୍ରାନ୍ସର ମୁକାବିଲା ରହଛି । 2018 FIFA ବିଶ୍ବକପରେ କ୍ରୋଏସିଆ ଓ ଫ୍ରାନ୍ସ ଫାଇନାଲରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.