ETV Bharat / sports

2019 ଫୁଟବଲ ଚମ୍ପିଆନ୍ସ ଲିଗ: ଟାଇଟେଲ ଜିତିଲା ଲିଭରପୁଲ - title

2019 ଫୁଟବଲ ଚମ୍ପିଆନ୍ସ ଲିଗ ଫାଇନାଲରେ ଟଟେନହମ ହଟ୍ସପୁରକୁ 2-0 ଗୋଲରେ ମାତ ଦେଇ ଲିଭରପୁଲ ଟାଇଟଲ ବିଜୟୀ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ (ଟ୍ବିଟର)
author img

By

Published : Jun 2, 2019, 1:10 PM IST

ହାଇଦ୍ରାବାଦ: ଫୁଟବଲ ଚମ୍ପିଆନ୍ସ ଲିଗରେ ଷଷ୍ଠ ଥର ପାଇଁ ଚମ୍ପିଆନ ହୋଇଛି ଲିଭରପୁଲ । ଫାଇନାଲରେ ଟଟେନହମ ହଟ୍ସପୁରକୁ 2-0 ଗୋଲରେ ମାତ ଦେଇଛି ଲିଭରପୁଲ ।

ଲିଭରପୁଲ ପକ୍ଷରୁ ଫୁଟବଲ ଚମ୍ପିଆନ୍ସ ଲିଗର ଶୀଘ୍ରତମ ଗୋଲ ଦେଇଛନ୍ତି ମହମ୍ମଦ ସଲହା । ମ୍ୟାଚ ଆରମ୍ଭର ମାତ୍ର ଦୁଇ ମିନିଟ ମଧ୍ୟରେ ସଲାହଙ୍କ ଜୋରଦାର କିକ ଗୋଲପୋଷ୍ଟ ଭିତରେ ଥିଲା ।

ଦଳ ପକ୍ଷରୁ ଦ୍ବିତୀୟ ଗୋଲ କରିଥିଲେ ଡିଭୋଗ ଓରିଗି । ଟଟେନହମ ହଟ୍ସପୁର ଶେଷ ପର୍ଯ୍ୟନ୍ତ ଚେଷ୍ଟା କରି ଗୋଲ ଶୂନ୍ୟ ରହିଥିଲା । ଫଳରେ 2-0 ଗୋଲରେ ଲିଭରପୁଲ ବିଜୟୀ ହେବା ସହ ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଥିଲା । ପୂର୍ବରୁ 1977, 1978, 1981, 1984 ଓ 2005ରେ ଲିଭରପୁର ଚମ୍ପିଆନ୍ସ ଲିଗ ଟାଇଟଲ ବିଜୟୀ ହୋଇଥିଲା ।

Intro:Body:

dfsdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.