ETV Bharat / sports

‘ରୋନାଲ୍ଡୋଙ୍କ ଠାରୁ ଅଧିକ ଫେମସ୍‌ ମେସି’

ପୂର୍ବତନ ମଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଡ୍ରିଡ ମିଡଫିଲ୍ଡର ଡେଭିଡ ବେକହାମ ବାର୍ସିଲୋନାର ଲିଓନେଲ ମେସିଙ୍କୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କଠାରୁ ଅଧିକ ଚର୍ଚ୍ଚିଚ ଚେହେରା । ଅଧିକ ପଢନ୍ତୁ...

author img

By

Published : Apr 19, 2020, 9:45 PM IST

messi-a-level-above-ronaldo-david-beckham
‘ରୋନାଲ୍ଡୋଙ୍କଠାରୁ ଅଧିକ ଫେମସ୍‌ ମେସି’

ଲଣ୍ଡନ: ପୂର୍ବତନ ମଞ୍ଚେଷ୍ଟର ୟୁନାଇଟେଡ ଏବଂ ରିଅଲ ମାଡ୍ରିଡ ମିଡଫିଲ୍ଡର ଡେଭିଡ ବେକହାମ ବାର୍ସିଲୋନାର ଲିଓନେଲ ମେସିଙ୍କୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଠାରୁ ଅଧିକ ଚର୍ଚ୍ଚିଚ ଚେହେରା ବୋଲି କହିଛନ୍ତି । ରିଅଲ ମାଡ୍ରିଡରେ ପହଞ୍ଚିବା ପୂର୍ବରୁ ରୋନାଲ୍ଡୋ ବେକହାମଙ୍କୁ ମଞ୍ଚେଷ୍ଟର ୟୁନାଇଟେଡର ନଂ 7ର ସଫଳ ଖେଳାଳି ବନାଇ ଦେଇଥିଲେ ।

ବେକହାମ୍ ମଧ୍ୟ ବାର୍ସିଲୋନା ସହିତ ଯୁବ ଲିଓନେଲ ମେସିଙ୍କ ବିପକ୍ଷରେ ଖେଳିବାର ଅଭିଜ୍ଞତା ରଖିଛନ୍ତି । ସେ ପ୍ୟାରିସ୍ ସେଣ୍ଟ ଜର୍ମାନ ପାଇଁ ଖେଳୁଥିବା ସମୟରେ ଥରେ ତାଙ୍କୁ ସାମ୍ନା କରିଥିଲେ । ବେକହାମ୍ କହିଛନ୍ତି ଯେ, ମେସି ତାଙ୍କ ସ୍ଥରରେ ଏକାକି ଅଛନ୍ତି । ତାଙ୍କ ଭଳି ଖେଳାଳି ଆଉ ଜଣେ ସେହି ସ୍ଥାନରେ ପହଞ୍ଚିବା ଏତେ ସହଜ ନୁହେଁ ।

2013 ଚାମ୍ପିଅନ୍ସ ଲିଗର କ୍ୱାର୍ଟର ଫାଇନାଲରେ ବାର୍ସିଲୋନା ବିପକ୍ଷରେ ତାଙ୍କର ଶେଷ ମ୍ୟାଚ୍ ମନେ ପକାଇଲା ବେକହାମ୍ । ଚମ୍ପିଆନସିପର ଗୋଟିଏ ପର୍ଯ୍ୟାୟରେ ପିଏସଜି ଆଗରେ ଥିଲା ଯେତେବେଳେ ମେସି ଏକ ବିକଳ୍ପ ଭାବରେ ବାର୍ସିଲୋନାକୁ ଆସିଥିଲେ । ଶେଷରେ, ପେଡ୍ରୋ ଗୋଲ୍ ସ୍କୋର କରି ବାର୍ସିଲୋନା ଟୁର୍ଣ୍ଣାମେଣ୍ଟରୁ ବାହାରକୁ ରାସ୍ତା ଦେଖାଇଥିଲେ ବୋଲି ବେକହାମ୍ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.