ETV Bharat / sports

ISL ନକଆଉଟ: କିଏ ଖେଳିବ ସେମିଫାଇନାଲ...

author img

By

Published : Mar 1, 2021, 10:04 AM IST

ମାର୍ଚ୍ଚ 5 ତାରିଖରୁ ISL ନକଆଉଟ ପର୍ଯ୍ୟାୟ ଆରମ୍ଭ । ଅଧିକ ପଢନ୍ତୁ...

ISL ନକଆଉଟ
ISL ନକଆଉଟ

ହାଇଦ୍ରାବାଦ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗୀତାରେ ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି । ମାର୍ଚ୍ଚ 5 ତାରିଖରୁ ନକଆଉଟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରଥମ ଚାରି ଦଳ ଭାରେ ମୁମ୍ବାଇ ସିଟି ଏଫସି, ଏଟିକେ ମୋହନ ବାଗାନ, ନର୍ଥଇଷ୍ଟ ୟୁନାଇଟେଡ ଏଫସି ଓ ଏଫସି ଗୋଆ ନକଆଉଟ ପର୍ଯ୍ୟାୟକୁ ଯାଇଛନ୍ତି ।

ତେବେ ସେମିଫାଇନାଲରେ ମୁମ୍ବାଇ ସିଟି ଏଫସି ଓ ଏଫସି ଗୋଆ ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମେ ମାର୍ଚ୍ଚ 5ତାରିଖରେ ଓ ଦ୍ବିତୀୟଟି ମାର୍ଚ୍ଚ 8 ତାରିଖରେ ହେବ । ସେହିପରି ଏଟିକେ ମୋହନ ବାଗନ ଓ ନର୍ଥ ଇଷ୍ଟ ୟୁନାଇଟେଡ ଏଫସି ମଧ୍ୟରେ ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମଟି ମାର୍ଚ୍ଚ 6 ତାରିଖରେ ହେବାକୁ ଥିବାବେଳେ ଦ୍ବିତୀୟଟି ମାର୍ଚ୍ଚ 9 ତାରିଖରେ ଖେଳାଯିବ ।

ଅନ୍ୟପଟେ ଦୁଇ ବିଜେତାଙ୍କ ମଧ୍ୟରେ ମାର୍ଚ୍ଚ 13 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.