ହାଇଦ୍ରାବାଦ: ଚଳିତ ଆଇଏସଏଲ ଫୁଟବଲ ପ୍ରତିଯୋଗୀତାରେ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି । ମାର୍ଚ୍ଚ 5 ତାରିଖରୁ ନକଆଉଟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରଥମ ଚାରି ଦଳ ଭାରେ ମୁମ୍ବାଇ ସିଟି ଏଫସି, ଏଟିକେ ମୋହନ ବାଗାନ, ନର୍ଥଇଷ୍ଟ ୟୁନାଇଟେଡ ଏଫସି ଓ ଏଫସି ଗୋଆ ନକଆଉଟ ପର୍ଯ୍ୟାୟକୁ ଯାଇଛନ୍ତି ।
-
𝐌𝐀𝐑𝐊 𝐘𝐎𝐔𝐑 𝐂𝐀𝐋𝐄𝐍𝐃𝐀𝐑 🗓️
— Indian Super League (@IndSuperLeague) February 28, 2021 " class="align-text-top noRightClick twitterSection" data="
The dates & venues for the #HeroISL 2020-21 semi-finals!#LetsFootball pic.twitter.com/aGxXW8L7vI
">𝐌𝐀𝐑𝐊 𝐘𝐎𝐔𝐑 𝐂𝐀𝐋𝐄𝐍𝐃𝐀𝐑 🗓️
— Indian Super League (@IndSuperLeague) February 28, 2021
The dates & venues for the #HeroISL 2020-21 semi-finals!#LetsFootball pic.twitter.com/aGxXW8L7vI𝐌𝐀𝐑𝐊 𝐘𝐎𝐔𝐑 𝐂𝐀𝐋𝐄𝐍𝐃𝐀𝐑 🗓️
— Indian Super League (@IndSuperLeague) February 28, 2021
The dates & venues for the #HeroISL 2020-21 semi-finals!#LetsFootball pic.twitter.com/aGxXW8L7vI
ତେବେ ସେମିଫାଇନାଲରେ ମୁମ୍ବାଇ ସିଟି ଏଫସି ଓ ଏଫସି ଗୋଆ ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମେ ମାର୍ଚ୍ଚ 5ତାରିଖରେ ଓ ଦ୍ବିତୀୟଟି ମାର୍ଚ୍ଚ 8 ତାରିଖରେ ହେବ । ସେହିପରି ଏଟିକେ ମୋହନ ବାଗନ ଓ ନର୍ଥ ଇଷ୍ଟ ୟୁନାଇଟେଡ ଏଫସି ମଧ୍ୟରେ ମଧ୍ୟ ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମଟି ମାର୍ଚ୍ଚ 6 ତାରିଖରେ ହେବାକୁ ଥିବାବେଳେ ଦ୍ବିତୀୟଟି ମାର୍ଚ୍ଚ 9 ତାରିଖରେ ଖେଳାଯିବ ।
ଅନ୍ୟପଟେ ଦୁଇ ବିଜେତାଙ୍କ ମଧ୍ୟରେ ମାର୍ଚ୍ଚ 13 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।