ETV Bharat / sports

ISL: ଓଡିଶା FCକୁ ପରାସ୍ତ କଲା ନର୍ଥଇଷ୍ଟ ୟୁନାଇଟେଡ FC

author img

By

Published : Oct 26, 2019, 11:31 PM IST

ଇଣ୍ଡିଆନ ସୁପର ଲିଗରେ ନର୍ଥଇଷ୍ଟ ୟୁନାଇଟେଡ FC ଠାରୁ 2-1 ଗୋଲରେ ପରାସ୍ତ ହୋଇଛି ଓଡିଶା FC । ଦ୍ବିତୀୟ ମ୍ୟାଚରେ ମଧ୍ୟ ପରାଜୟ ହେଲା ଓଡିଶା ।

ଫଟୋ ସୌଜନ୍ୟ: twitter@IndSuperLeague

ଗୌହାଟୀ: ଇଣ୍ଡିଆନ ସୁପର ଲିଗରେ ଓଡିଶା FCର ଆରମ୍ଭ ଭଲ ରହିନାହିଁ । ପ୍ରଥମ 2ଟି ମ୍ୟାଚରେ ଦଳକୁ ଅଳ୍ପକେ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ନୂଆଦଳ ଭାବେ ପ୍ରତିପକ୍ଷ ଦଳ ସହ ଜବରଦସ୍ତ ଲଢେଇ କରୁଛି ଓଡିଶା FC । ଶନିବାର ଗୌହାଟୀରେ ଖେଳାଯାଇଥିବା ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ FC ଠାରୁ 2-1 ଗୋଲରେ ପରାସ୍ତ ହୋଇଛି ଓଡିଶା FC ।

ISL
ଫଟୋ ସୌଜନ୍ୟ: twitter@IndSuperLeague

ପ୍ରଥମ ଗୋଲ ନର୍ଥଇଷ୍ଟ ୟୁନାଇଟେଡ ପକ୍ଷରୁ ଆସିଥିଲା । ତେବେ ଓଡିଶା ଜବରଦସ୍ତ କମବ୍ୟାକ୍ କରି 1-1ରେ ପଏଣ୍ଟ ବରାବାର କରିଥିଲା । ତେବେ ମ୍ୟାଚର ଶେଷ 5 ମିନିଟରେ ଦୁର୍ଭାଗ୍ୟପୂର୍ଣ୍ଣ ଆଉ ଏକ ଗୋଲ ବରଣ କରି ପରାସ୍ତ ହୋଇଛି ଓଡିଶା ଏଫସି । ଏହା ଟୁର୍ଣ୍ଣାମେଣ୍ଟରେ ଓଡିଶା FCର 2ୟ ପରାଜୟ । ପ୍ରଥମ ମ୍ୟାଚରେ ଜାମଶେଦପୁର FC ଠାରୁ ପରାସ୍ତ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.