ପାଣାଜି: ଆଇଏସଏଲର ଚଳିତ ସଂସ୍କରଣର ମ୍ୟାଚ ଏବେ ରୋମାଞ୍ଚକର ମୋଡରେ । ଫୁଟବଲ କ୍ଲବ୍ମାନଙ୍କ ମଧ୍ୟରେ ଟପ୍ 4ରେ ରହିବା ପାଇଁ ଜାରି ରଖିଛନ୍ତି ଫାଇଟ୍ । ତେବେ ଆଜି ଫୁଟବଲ୍ପ୍ରେମୀମାନଙ୍କୁ ଦେଖିବାକୁ ମିଳିବ ଡବଲହେଡର ମ୍ୟାଚ ।
-
With a goalless draw in their previous encounter, what will @sc_eastbengal and @JamshedpurFC bring to the table in the 🔁 fixture?
— Indian Super League (@IndSuperLeague) February 7, 2021 " class="align-text-top noRightClick twitterSection" data="
Find out in #JFCSCEB 🙌#HeroISL #LetsFootball pic.twitter.com/Az9dsqU6J4
">With a goalless draw in their previous encounter, what will @sc_eastbengal and @JamshedpurFC bring to the table in the 🔁 fixture?
— Indian Super League (@IndSuperLeague) February 7, 2021
Find out in #JFCSCEB 🙌#HeroISL #LetsFootball pic.twitter.com/Az9dsqU6J4With a goalless draw in their previous encounter, what will @sc_eastbengal and @JamshedpurFC bring to the table in the 🔁 fixture?
— Indian Super League (@IndSuperLeague) February 7, 2021
Find out in #JFCSCEB 🙌#HeroISL #LetsFootball pic.twitter.com/Az9dsqU6J4
ପ୍ରଥମ ମ୍ୟାଚ ସନ୍ଧ୍ୟାର 5ଟାରେ ଜାମସେଦପୁର ଏଫ୍ସି ଓ ଇଷ୍ଟ ବେଙ୍ଗଲ ମଧ୍ୟରେ ଖେଳାଯିବ । ଜାମସେଦପୁର ଏଫ୍ସି ବର୍ତ୍ତମାନ ସୁଦ୍ଧା 15ଟି ମ୍ୟାଚ ଖେଳି 4ଟିରେ ବିଜୟ ଲାଭ କରିଥିବାବେଳେ 18ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ସେହିପରି ଇଷ୍ଟ ବେଙ୍ଗଲ 15ଟି ମ୍ୟାଚରୁ 2ଟିରେ ବିଜୟ ଲାଭ କରି 13 ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି ।
-
A 6️⃣-goal thriller was served the last time @HydFCOfficial took on @NEUtdFC 😮
— Indian Super League (@IndSuperLeague) February 7, 2021 " class="align-text-top noRightClick twitterSection" data="
Will we see more fireworks in the 🔁 fixture?#HFCNEU #HeroISL #LetsFootball pic.twitter.com/oKjV9XK9JP
">A 6️⃣-goal thriller was served the last time @HydFCOfficial took on @NEUtdFC 😮
— Indian Super League (@IndSuperLeague) February 7, 2021
Will we see more fireworks in the 🔁 fixture?#HFCNEU #HeroISL #LetsFootball pic.twitter.com/oKjV9XK9JPA 6️⃣-goal thriller was served the last time @HydFCOfficial took on @NEUtdFC 😮
— Indian Super League (@IndSuperLeague) February 7, 2021
Will we see more fireworks in the 🔁 fixture?#HFCNEU #HeroISL #LetsFootball pic.twitter.com/oKjV9XK9JP
ଅନ୍ୟପଟେ ଦ୍ବିତୀୟ ମ୍ୟାଚ ବେଶ୍ ରୋମଞ୍ଚକର ରହିବ । କାରଣ ହାଇହ୍ରାବାଦ ଏଫ୍ସି ଓ ନର୍ଥ ଇଷ୍ଟ ୟୁନାଇଟେଡ 22ପଏଣ୍ଟ ସହ କ୍ରମାଗତ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଫଳରେ ଆଜିର ମ୍ୟାଚ ପରେ ପଏଣ୍ଟ ଟେବୁଲରେ ଅଦଳବଦଳ ଦେଖିବାକୁ ମିଳିବ ।
ସୂଚନାଥାଉକି, 7.30ରେ ହାଇହ୍ରାବାଦ ଏଫ୍ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ମ୍ୟାଚ ଆରମ୍ଭ ହେବ ।