ETV Bharat / sports

ISL: ନର୍ଥଇଷ୍ଟ ୟୁନାଇଟେଡକୁ ହରାଇ ଫାଇନାଲରେ ATK ମୋହୁନ ବଗାନ

author img

By

Published : Mar 9, 2021, 10:55 PM IST

ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିଛି ଏଟିକେ ମୋହୁନ ବଗାନ । ଅଧିକ ପଢନ୍ତୁ...

ISL 7: Bagan holds Highlanders to set up blockbuster final against Mumbai
ISL: ନର୍ଥଇଷ୍ଟ ୟୁନାଇଟେଡକୁ ହରାଇ ଫାଇନାଲରେ ATK ମୋହୁନ ବଗାନ

ଫାତୋର୍ଦା(ଗୋଆ): ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିଛି ଏଟିକେ ମୋହୁନ ବଗାନ । ଫାତୋର୍ଦାର ଜବାହାର ଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲର ଦ୍ବିତୀୟ ଲିଗରେ ନର୍ଥଇଷ୍ଟ ୟୁନାଇଟେଡ ଏଫସିକୁ 2-1 ଗୋଲ୍‌ରେ ହରାଇଛି ଏଟିକେ ମୋହୁନ ବଗାନ ।

ଏଥିସହ 4ର୍ଥ ଥର ପାଇଁ ଆଇଏଲଏଲର ଫାଇନାଲକୁ ଉନ୍ନୀତ ହେବାରେ ସଫଳ ହୋଇଛି ।

ପୂର୍ବରୁ ଉଭୟ ଟିମ ମଧ୍ୟରେ ଲିଗ-1 ମୁକାବିଲା ଡ୍ରରେ ଶେଷ ହୋଇଥିଲା । 1-1ରେ ମ୍ୟାଚ ବରାବରରେ ଶେଷ ହୋଇଥିଲା ।

ଫଳରେ 13 ମାର୍ଚ୍ଚରେ ଖେଳାଯିବାକୁ ଆଇଏସଏଲର ମେଗା ଫାଇନାଲ ମ୍ୟାଚରେ ମୁମ୍ବାଇ ସିଟି ଏଫସି ସହ ଏଟିକେ ମୋହୁନ ବଗାନର ହାଇଭୋଲଟେଜ ମୁକାବିଲା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.