ETV Bharat / sports

ISL-6: ପ୍ରଥମାର୍ଦ୍ଧ ସୁଦ୍ଧା ଓଡିଶା 3-2ରେ ଆଗୁଆ

author img

By

Published : Feb 23, 2020, 8:50 PM IST

ଓଡିଶା ଏଫ୍‌ସି ନିଜର ଶେଷ ଲିଗ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ମାତ ଦେଇ ଚଳିତ ସିଜିନରୁ ବିଦାୟ ନେବା ଲକ୍ଷ୍ୟରେ ରହିଛି । ଓଡିଶା ଆରମ୍ଭରୁ ବିପକ୍ଷ ଦଳକୁ ଚାପରେ ରଖିଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା 3-2ରେ ଆଗୁଆ ରହିଛି ଓଡିଶା ।

ISL-6
ISL-6

ଭୁବନେଶ୍ବର: ଆଜି ଘରୋଇ ଗ୍ରାଉଣ୍ଡରେ ଓଡିଶା ଏଫସି ନିଜର ଶେଷ ଲିଗ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ଭେଟୁଛି । ତେଣୁ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଓଡିଶା । ମ୍ୟାଚ ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖାଯାଇଛି । ପ୍ରଥମାର୍ଦ୍ଧ ସୁଦ୍ଧା ଓଡିଶା 3-2ରେ ଆଗୁଆ ରହିଛି ।

ISL-6
ଫଟୋ ସୌଜନ୍ୟ:@IndSuperLeague

ଓଡିଶା ପକ୍ଷରୁ ଓନ୍ୟୁ ମ୍ୟାଚ ଆରମ୍ଭରେ 1 ମିନିଟରେ ଗୋଲ ଦେଇ 1-0ରେ ସ୍କୋରକୁ ଆଣିଥିଲେ । ଏହାପରେ କେରଳ ପକ୍ଷରୁ 6 ମିନିଟରେ ଓଡିଶାକୁ ଏକ ଗୋଲ୍‌ ଦେଇ ମ୍ୟାଚକୁ ବରାବର 1-1କୁ ଆଣିଥିଲେ । ଏହାପରେ କେରଳ ପକ୍ଷରୁ 28 ମିନିଟରେ ମେସି ଆଉ ଏକ ଗୋଲ୍‌ ଦେଇ 2-1ରେ ଆଗୁଆ ରହିଥିଲା । କିନ୍ତୁ ଓଡିଶା ପକ୍ଷରୁ ଓନ୍ୟୁ 36 ମିନିଟରେ ଓ ପିରେଜ୍‌ 44 ମିନିଟରେ କେରଳକୁ ଗୋଲ ଦେଇଥିଲେ । ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ଓଡିଶା 3-2ରେ ଆଗୁଆ ରହିଛି ।

ISL-6
ଫଟୋ ସୌଜନ୍ୟ:@OdishaFC

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.