ETV Bharat / sports

ଖୁବଶୀଘ୍ର ଫ୍ୟାନ୍ସଙ୍କ ସହ ଫେରିବ ଫୁଟବଲ: UEFA ମୁଖ୍ୟ

ଖୁବଶୀଘ୍ର ଫୁଟବଲ ଷ୍ଟାଡିୟମରେ ଦର୍ଶକଙ୍କୁ ଦେଖିବାକୁ ମିଳିବ । ପୁଣି ପୂର୍ବପରି ନିଜ ପସନ୍ଦର ଫୁଟବଲ ଖେଳାଳିଙ୍କ ପ୍ରଭାବି ପ୍ରଦର୍ଶନରେ ଝୁମିବେ ଫ୍ୟାନ୍ସ । ଏନେଇ ଦୃଢୋକ୍ତି କରିଛନ୍ତି UEFA ମୁଖ୍ୟ ଆଲେକଜାଣ୍ଡର କେଫରିନ ।

author img

By

Published : May 21, 2020, 12:24 PM IST

Football with fans will be back soon: UEFA chief
ଖୁବ ଶ୍ରୀଘ୍ର ଫ୍ୟାନ୍ସଙ୍କ ସହ ଫେରିବ ଫୁଟବଲ: UEFA ମୁଖ୍ୟ

ଲଣ୍ଡନ: ଖୁବଶ୍ରୀଘ୍ର ଫୁଟବଲ ଷ୍ଟାଡିୟମରେ ଦର୍ଶକଙ୍କୁ ଦେଖିବାକୁ ମିଳିବ । ପୁଣି ପୂର୍ବପରି ନିଜ ପସନ୍ଦର ଫୁଟବଲ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନରେ ଝୁମିବେ ଫ୍ୟାନ୍ସ । ଏନେଇ ଦୃଢୋକ୍ତି କରିଛନ୍ତି UEFA ମୁଖ୍ୟ ଆଲେକଜାଣ୍ଡର କେଫରିନ ।

ମହାମାରୀ କୋରୋନା ଭାଇରସ ଯୋଗୁଁ ଘରୋଇ ଓ ଦ୍ବିପାକ୍ଷିକ ଫୁଟବଲ ପ୍ରତିଯୋଗିତା ପ୍ରଭାବିତ ହୋଇଛି । ମାର୍ଚ୍ଚରୁ ସମସ୍ତ ପ୍ରକାର ଫୁଟବଲ ଟୁର୍ଣ୍ଣାମେଣ୍ଟ ବନ୍ଦ ରହିଥିଲା । ୟୁରୋ 2020 ଭଳି ମେଗା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି ।

ତେବେ ବୁନ୍ଦେସଲିଗା ସଫଳତାର ସହ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଆରମ୍ଭ ହୋଇଛି । ତେବେ ସ୍ଥିତି ଶ୍ରୀଘ୍ର ସ୍ବାଭାବିକ ହେବ ବୋଲି UEFA ମୁଖ୍ୟ ଆଲେକଜାଣ୍ଡର କେଫରିନ ଆଶାବାଦୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.