ETV Bharat / sports

ବ୍ରେନ ଟ୍ୟୁମରରୁ ସୁସ୍ଥ ହେଲେ ଏହି ଫୁଟବଲ ଖେଳାଳି - ପୂର୍ବତନ ଲିଭରପୁଲ ଖେଳାଳି ଡୋମିନିକ ମେଟେଓ

ପୂର୍ବତନ ଲିଭରପୁଲ ଖେଳାଳି ଡୋମିନିକ ମେଟେଓ ବ୍ରେନ ଟ୍ୟୁମରରୁ ସୁସ୍ଥ ହୋଇଥିବା ଜଣାଇଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ଡୋମିନିକ ।

Dominic Matoo recovers from brain tumour
ବ୍ରେନ ଟ୍ୟୁମରରୁ ସୁସ୍ଥ ହେଲେ ଏହି ଫୁଟବଲ ଖେଳାଳି
author img

By

Published : Apr 24, 2020, 1:52 PM IST

ନୂଆଦିଲ୍ଲୀ: ପୂର୍ବତନ ଲିଭରପୁଲ ଖେଳାଳି ଡୋମିନିକ ମେଟେଓ ବ୍ରେନ ଟ୍ୟୁମରରୁ ସୁସ୍ଥ ହୋଇଥିବା ଜଣାଇଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ଡୋମିନିକ ।

ପ୍ରାୟ 6 ମାସ ଧରି ଚାଲିଥିବା ସର୍ଜରୀ, ବ୍ରେନ ସ୍କାନ ସମସ୍ତ ଚିକିତ୍ସା ସଫଳ ହୋଇଛି । ଏଲଜେଆଇ ଏସଟି ଜେମ୍ସ ହସ୍ପିଟାଲ ଜୀବନ ବଞ୍ଚାଇଛନ୍ତି କହିଛନ୍ତି ଡୋମିନିକ । ଏହି ଖବର ସାମ୍ନାକୁ ଆସିବା ପରେ ଲିଭରପୁଲ ଫୁଟବଲ କ୍ଳବ ପକ୍ଷରୁ ମଧ୍ୟ ଖୁସି ଜାହିର କରାଯାଇଛି । ଏଥିସହିତ ଭବିଷ୍ୟତରେ ପୁଣି ଡୋମିନିକଙ୍କୁ ପଡିଆରେ ଦେଖିବାକୁ ମିଳିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.