ETV Bharat / sports

1000ତମ ମ୍ୟାଚ ଖେଳିଲେ ରୋନାଲ୍ଡୋ

ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ପେସାଦାର ଫୁଟବଲରେ ୧୦୦୦ ମ୍ୟାଚ୍‌ ଖେଳିଛନ୍ତି ।

author img

By

Published : Feb 23, 2020, 4:39 PM IST

cristiano-ronaldo-1000-cr7-equals-serie-a-record-on-his-landmark-appearance
1000ତମ ମ୍ୟାଚ ଖେଳିଲେ ରୋନାଲ୍ଡୋ

ରୋମେ: ପର୍ତ୍ତୁଗାଲର ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ପେସାଦାର ଫୁଟବଲରେ ୧୦୦୦ ମ୍ୟାଚ୍‌ ଖେଳିଛନ୍ତି । ସିଆର-7 ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳାଯାଇଥିବା ଏହି ମ୍ୟାଚରେ ରୋନାଲ୍ଡୋ ଗୋଲ ମଧ୍ୟ ସ୍କୋର କରିଥିଲେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏହା କ୍ରମାଗତ 11ତମ ଗୋଲ ।

Cristiano Ronaldo 1000: CR7 equals Serie A record on his landmark appearance
1000ତମ ମ୍ୟାଚ ଖେଳିଲେ ରୋନାଲ୍ଡୋ

ତେବେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ 2-1 ଗୋଲରେ ଏସ୍‌ପଲକୁ ହରାଇଛି ରୋନାଲ୍ଡୋଙ୍କ ଜୁଭେଣ୍ଟସ । ରୋନାଲ୍ଡୋଙ୍କ ବ୍ୟତିତ ଆରୋନ ରାମସେ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଯୋଗୁ ଜୁଭେଣ୍ଟସ କ୍ରମାଗତ 9ମ ସିଆର-7 ଟାଇଟଲ ହାତେଇବା ନିଶ୍ଚିତ ହୋଇଛି । ଚଳିତ ସିଜନରେ ୩୫ ବର୍ଷୀୟ ରୋନାଲ୍ଡୋଙ୍କ ଏହା 21ତମ ଗୋଲ । ଫଳରେ ସେ ଫାବିଓ କୁଆଗଲିରେଲା ଓ ଗାବ୍ରିଏଲ ବାତିଷ୍ଟୁଟାଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଏମାନେ ଲିଗ୍‌ରେ କ୍ରମାଗତ ୧୧ ମ୍ୟାଚ୍‌ରେ ଗୋଲ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.