ଲଣ୍ଡନ: ଫୁଟବଲ ଦୁନିଆ ପାଇଁ ଦୁଃଖଦ ଖବର । କୋରୋନା ଭାଇରସରେ ଫୁଟବଲ ଟିମ ମାଞ୍ଚେଷ୍ଟର ସିଟି କୋଚ ପେପ ଗାର୍ଡିଓଲାଙ୍କ ମାଆଙ୍କ ମୃତ୍ୟୁ ହୋଇଛି । ଏନେଇ କ୍ଳବ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦେଇଛି ।
-
Everyone associated with the club sends their most heartfelt sympathy at this most distressing time to Pep, his family and all their friends.
— Manchester City (@ManCity) April 6, 2020 " class="align-text-top noRightClick twitterSection" data="
">Everyone associated with the club sends their most heartfelt sympathy at this most distressing time to Pep, his family and all their friends.
— Manchester City (@ManCity) April 6, 2020Everyone associated with the club sends their most heartfelt sympathy at this most distressing time to Pep, his family and all their friends.
— Manchester City (@ManCity) April 6, 2020
ପେପଙ୍କ ମାଆଙ୍କ ନାମ ଡୋଲର ସାଲା କାରିଓ । ବାର୍ସେଲୋନାର ମନରେସା ଠାରେ କୋରୋନା ଭାଇରସ ସଂକ୍ରମଣର ଶୀକର ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା । ଏହାପରେ କ୍ଳବ ସହିତ ଜଡିତ ଭେଟେରାନ ଫୁଟବଲ ଖେଳାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ