ETV Bharat / sports

ଗ୍ଳାସଗୋରେ ସୁରକ୍ଷିତ ଅଛି: ଫୁଟବଲ ଖେଳାଳି ବାଲାଦେବୀ

ଭାରତୀୟ ମହିଳା ଫୁଟବଲ ଦଳର ତାରକା ଖେଳାଳି ବାଲାଦେବୀ ସ୍କଟଲାଣ୍ଡରେ ରହିଛନ୍ତି । ତେବେ ସେଠାରେ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି ବାଲାଦେବୀ ।

Bala Devi stays back in Glasgow
ଗ୍ଳାସଗୋରେ ସୁରକ୍ଷିତ ଅଛି: ଫୁଟବଲ ଖେଳାଳି ବାଲାଦେବୀ
author img

By

Published : Mar 20, 2020, 2:22 PM IST

କୋଲକାତା: ଭାରତୀୟ ମହିଳା ଫୁଟବଲ ଦଳର ତାରକା ଖେଳାଳି ବାଲାଦେବୀ ସ୍କଟଲାଣ୍ଡରେ ରହିଛନ୍ତି । ସ୍କଟଲାଣ୍ଡର ଏକ ଫୁଟବଲ କ୍ଳବ ରେଞ୍ଜର୍ସ ଏଫସିର ସଦସ୍ୟ ରହିଛନ୍ତି ବାଲାଦେବୀ ।

ମହାମାରୀ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ମାର୍ଚ୍ଚ 22ରୁ ଏକ ସପ୍ତାହ ପର୍ଯ୍ୟନ୍ତ ଭାରତକୁ ଅନ୍ତର୍ଜାତୀୟ ବିମାନ ରଦ୍ଦ କରିଛନ୍ତି । ଦେଶରେ କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଫଳରେ ଭାରତ ସରକାର ବିଦେଶ ଯାତ୍ରାରୁ ଫେରୁଥିବା ଲୋକଙ୍କ ଉପରେ ରୋକ ଲଗାଇାକୁ ଏହି ନିଷ୍ପତ୍ତି ନେଇଛନ୍ତି ।

ତେବେ ଗତ କିଛି ଦିନ ଧରି ଟ୍ରେନିଂ କ୍ୟାମ୍ପ ବନ୍ଦ ରହିଛି । ଇନଡୋର ହଲରେ ପ୍ରାକ୍ଟିସ ଚାଲୁରହିଛି । ଏଥିସହିତ ସଂପୂର୍ଣ୍ଣ ସୁରକ୍ଷିତ ଥିବା କହିଛନ୍ତି ବାଲାଦେବୀ । ସେ ଆଶା କରୁଛନ୍ତି ସ୍ଥିତି ଖୁବଶ୍ରୀଘ୍ର ସୁଧୁରିବ ଓ ସେ ଭାରତ ଫେରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.