ଳଣ୍ଡନ: ଇଂଲିସ ଫୁଟବଲ ପ୍ରିମିୟର ଲିଗର ବଡ ଘୋଷଣା । ସେପ୍ଟେମ୍ବର 12ରୁ ଆରମ୍ଭ ହେବ ଲିଗର 2020-21 ସିଜିନ । ଏନେଇ ସମସ୍ତ କ୍ଳବ ସହମତି ପ୍ରକାଶ କରିଥିବା ପ୍ରିମିୟର ଲିଗ ପକ୍ଷରୁ ଘୋଷଣା କରାଯାଇଛି ।
-
Premier League Shareholders today agreed to start the 2020/21 #PL season on 12 September
— Premier League (@premierleague) July 24, 2020 " class="align-text-top noRightClick twitterSection" data="
The final match round of the campaign will take place on 23 May
The Premier League will continue to consult with @FA and @EFL regarding the scheduling of all domestic competitions pic.twitter.com/AE21rTqiwK
">Premier League Shareholders today agreed to start the 2020/21 #PL season on 12 September
— Premier League (@premierleague) July 24, 2020
The final match round of the campaign will take place on 23 May
The Premier League will continue to consult with @FA and @EFL regarding the scheduling of all domestic competitions pic.twitter.com/AE21rTqiwKPremier League Shareholders today agreed to start the 2020/21 #PL season on 12 September
— Premier League (@premierleague) July 24, 2020
The final match round of the campaign will take place on 23 May
The Premier League will continue to consult with @FA and @EFL regarding the scheduling of all domestic competitions pic.twitter.com/AE21rTqiwK
ଏହି ସିଜିନର ଫାଇନାଲ ମ୍ୟାଚ 23 ମଇ 2021ରେ ଖେଳାଯିବା ନେଇ ସ୍ଥିର ହୋଇଛି । ଘରୋଇ ପ୍ରତିଯୋଗିତା ଆରମ୍ଭର ସୂଚୀ ନେଇ FA ଓ EFL ସହ ଆଲୋଚନା ଜାରି ରହିଥିବା ପ୍ରିମିୟର ଲିଗ ପକ୍ଷରୁ କୁହାଯାଇଛି ।
ଚଳିତ ସିଜିନ(2019-20) ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ରବିବାର ଖେଳାଯିବ । ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ସହ, ଲିଭରପୁଲ ଚଳିତ ସିଜିନର ଟାଇଟେଲ ବିଜେତା ହୋଇସାରିଛି । 96 ପଏଣ୍ଟ ସହ ତାଲିକାର 2ୟ ସ୍ଥାନରେ ଥିବା ମାଞ୍ଚେଷ୍ଟର ସିଟି ଠାରୁ 18 ପଏଣ୍ଟ ଆଗରେ ରହିଛି ଲିଭରପୁଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ