ETV Bharat / sports

ଜାତୀୟ ଫୁଟବଲ ଶିବିରରେ 2 ଓଡ଼ିଆ , ଆଉ ଜଣେ ଆଇଲିଗ ପାଇଁ ମନୋନୀତ

ଏଏଫସି ଚମ୍ପିୟାନସିପ ଭୁବନେଶ୍ବରରୁ ରାଜେଶ ରୋଶନ ଓ ଫୁଲବାଣୀ କ୍ରୀଡା ଛାତ୍ରବାସରୁ ଅଉଲା ଶିବ ପ୍ରସାଦଙ୍କ ସ୍ଥାନ ମିଳିଛି । ଅଧିକ ପଢନ୍ତୁ...

ଜାତୀୟ ଫୁଟବଲ ଶିବିରର 2 ଓଡ଼ିଆ , ଆଉ ଜଣେ ଆଇଲିଗ ପାଇଁ ମନୋନୀତ

author img

By

Published : Nov 20, 2020, 3:32 AM IST

Updated : Jan 29, 2021, 3:19 PM IST

କଟକ: ଆଗାମୀ 16 ବର୍ଷରୁ କମ ଏଏଫସି ଚମ୍ପିୟାନସିପ ପାଇଁ ଜାତୀୟ ପ୍ରଶିକ୍ଷଣ ଶିବିରରେ 2 ଓଡ଼ିଆ ସାମିଲ ହୋଇଛନ୍ତି । ଏଏଫସି ଚମ୍ପିୟାନସିପ ଭୁବନେଶ୍ବରରୁ ରାଜେଶ ରୋଶନ ଓ ଫୁଲବାଣୀ କ୍ରୀଡା ଛାତ୍ରବାସରୁ ଅଉଲା ଶିବ ପ୍ରସାଦଙ୍କ ସ୍ଥାନ ମିଳିଛି । ଏହି କ୍ୟାମ୍ପ 20 ନଭେମ୍ବରରୁ ଗୋଆରେ ଆରମ୍ଭ ହେବ ।

ଅନ୍ୟପକ୍ଷେ ଆଗାମୀ 19 ବର୍ଷରୁ କମ ଆଇଲିଗ ଫୁଟବଲ ପ୍ରତିଯୋଗିତାରେ ଦକ୍ଷ ଫୁଟବଲ ଖେଳାଳି ଟଙ୍କଧର ବାଘଙ୍କୁ ଇଣ୍ଡିଆନ ଆରୋ ଦଳରେ ମିଳିଛି ସ୍ଥାନ । ଏହାକୁ ନେଇ ଏଆଇଏଫଏଫ ( ଅଲ ଇଣ୍ଡିଆ ଫୁଟବଲ ସଂଘ )କୁ ଧନ୍ୟବାଦ ଜଣାଇଛି ଫାଓ । ତେବେ ଟଙ୍କଧର ସମ୍ବଲପୁର କ୍ରୀଡା ଛାତ୍ରବାସର ଅଟନ୍ତି । ଇଣ୍ଡିଆନ ଆରୋଜ ଦଳ ମଧ୍ୟ ଚଳିତ ମାସ 20ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ କରିବ ଅଭ୍ୟାସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Jan 29, 2021, 3:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.