ETV Bharat / sports

ପାକିସ୍ତାନର ଲଜ୍ଜାଜନକ ପରାଜୟ, 19 ରନ୍‌ରେ ହରାଇଲା ଜିମ୍ବାୱେ

author img

By

Published : Apr 23, 2021, 8:34 PM IST

ଦ୍ବିତୀୟ ଟି20ରେ 19 ରନରେ ପାକିସ୍ତାନକୁ ହରାଇଛି ଜିମ୍ବାୱେ । ଅଧିକ ପଢନ୍ତୁ...

Zim vs Pak, 2nd T20I: Jongwe shines as hosts win thriller by 19 runs
ପାକିସ୍ତାନର ଲଜ୍ଜାଜନକ ପରାଜୟ, 19 ରନ୍‌ରେ ହରାଇଲା ଜିମ୍ବାୱେ

ହରାରେ: ପାକିସ୍ତାନକୁ ହରାଇଲା ଜିମ୍ବାୱେ । ପରାଜୟରୁ ବଞ୍ଚାଇ ପାରିଲାନି କ୍ୟାପଟେନ ବାବାର ଆଜମଙ୍କ 41 ରନ୍‌ର ଲଢୁଆ ଇଂନିସ । ଶୁକ୍ରବାର ହରାରେ ସ୍ପୋର୍ଟ୍ସ କ୍ଳବରେ ଖେଳାଯାଇଥିବା ଦ୍ବିତୀୟ ଟି20ରେ 19 ରନରେ ପାକିସ୍ତାନକୁ ହରାଇଛି ଜିମ୍ବାୱେ ।

Zim vs Pak, 2nd T20I: Jongwe shines as hosts win thriller by 19 runs
ପାକିସ୍ତାନର ଲଜ୍ଜାଜନକ ପରାଜୟ

119 ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ମହମ୍ମଦ ରିଜୱାନ 13 ଓ ଦାନିସ ଅଜିଜ 22 ରନର ଇଂନିସ ଖେଳିଥିଲେ । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ରନ୍‌ ଛୁଇଁ ପାରିନଥିଲେ । ଏପରିକି 6 ରନ୍‌ରୁ ଉର୍ଦ୍ଧ୍ବ କୌଣସି ବ୍ୟାଟ୍ସମ୍ୟାନ କରିବାକୁ ସକ୍ଷମ ହୋଇନଥିଲେ ।

ତେବେ କ୍ୟାପେଟନ ବାବାଜ ଆଜମ ଏକାକୀ ଘରୋଇ ଜିମ୍ବାୱେ ବୋଲରଙ୍କୁ ମୁକାବିଲା କରିଥିଲେ ମଧ୍ୟ ଟିମକୁ ବିଜୟୀ କରାଇପାରି ନଥିଲେ । 16.2 ଓଭରରେ ପାକିସ୍ତାନ 79/5 ୱିକେଟ ହରାଇ ସଂଘର୍ଷ କରିଥିଲା ଓ ପରରେ 19.5 ଓଭରରେ 99 ରନ୍‌ରେ ସୀମିତ ରହିଥିଲା ।

ଜିମ୍ବାୱେ ପକ୍ଷରୁ ଘାତକ ବୋଲିଂ ସହ ଲୁକ ଜୋଙ୍ଗୱେ ସର୍ବାଧିକ 4ଟି ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.